ETV Bharat / sitara

ଇନ୍ଦିରା ଗାନ୍ଧୀଙ୍କ ଲୁକ ପାଇଁ ବଡି ସ୍କାନ କଲେ କୁଇନ

author img

By

Published : Jun 24, 2021, 1:36 PM IST

ଖୁବଶୀଘ୍ର ଆଉ ବାୟୋପିକରେ ନଜର ଆସିବେ କଙ୍ଗନା । ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମର୍ଜେନ୍ସି’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ସେହିପରି ‘ଥଲାଇଭି 3ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମର୍ଜେନ୍ସି’ରେ ମଧ୍ୟ ଦେଖାଯିବେ ।

ଏହି ରୋଲରେ ନିଜକୁ ଫିଟ୍ କରିବା ପାଇଁ କଙ୍ଗନା କରାଇଲେ ବଡି ସ୍କାନିଂ । ଯାହାର ଏକ ଭିଡିଓ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି ସେ । ସେହିପରି କ୍ୟାପସନରେ ଲେଖିଛନ୍ତି, ‘ବଡି ସ୍କାନିଂ ଫିଲ୍ମ ଏମର୍ଜେନ୍ସି ପାଇଁ ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ପ୍ରକାଶ ଥାଉକି ‘ଏମର୍ଜେନ୍ସି’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ସାଇ କବୀର । ଯିଏ ପୂର୍ବରୁ କଙ୍ଗନାଙ୍କ ସହ ଫିଲ୍ମ ‘ରିଭଲବର ରାନୀ’ରେ କାମ କରିଥିଲେ । ଯଦି କଙ୍ଗନାଙ୍କ ‘ଥଲାଇଭି’ ଫିଲ୍ମ ବିଷୟରେ କଥା ହେବା ତାହାଲେ ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଯାହାର ପ୍ରଶଂସା କରିଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.