ETV Bharat / entertainment

IND vs NZ SEMIFINAL: ବିରାଟ କୋହଲିଙ୍କ ବାୟୋପିକ କରିବେ ରଣବୀର କପୁର? ଏମିତି କହିଲେ ଅଭିନେତା

author img

By ETV Bharat Odisha Team

Published : Nov 15, 2023, 3:34 PM IST

ରଣବୀର କପୁର ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବାୟୋପିକ୍ ନେଇ ଏମିତି ପ୍ରତିକ୍ରିୟା ଦେଲେ ରଣବୀର କପୁର । କ’ଣ କହିଛନ୍ତି ଅଭିନେତା ଜାଣନ୍ତୁ....

ବିରାଟ କୋହଲିଙ୍କ ବାୟୋପିକ କରିବେ କି ରଣବୀର କପୁର? ଏମିତି କହିଲେ ଅଭିନେତା

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁର ଆଜିକାଲି ନିଜ ଆଗାମ ଫିଲ୍ମ ଆନିମଲର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ସମୟରେ ସେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନିଜ ଫିଲ୍ମ ଆନିମଲ୍‌ର ପ୍ରମୋଟ କରିବାକୁ ପହଞ୍ଚିଛନ୍ତି । ଯେଉଁଠାରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ସମୟରେ ରଣବୀର ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ଖୁଲାସା କରିବା ସହ ବିରାଟ କୋହଲିଙ୍କ ଉପରେ ବାୟୋପିକ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

  • Ranbir Kapoor said : Rohit Sharma is my favourite cricketer. He has turned this team into a family. I just love his selfless batting.

    The Global Icon ! @ImRo45 🇮🇳🙌 pic.twitter.com/764ka1eR4o

    — 𝐇𝐲𝐝𝐫𝐨𝐠𝐞𝐧 𝕏 (@ImHydro45) November 15, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, 2019 ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଷ୍ଟାଡିୟମରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ପୁଣି ଥରେ ଷ୍ଟାଡିୟମରେ ପହଞ୍ଚିଛନ୍ତି ରଣବୀର କପୁର । ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଲର ପ୍ରମୋସନ ପାଇଁ ମଧ୍ୟ ଏଠାରେ ପହଞ୍ଚିଛନ୍ତି । ଏହି ସମୟରେ ରଣବୀର କପୁର କ୍ରୀଡ଼ା ସହ ଜଡିତ ଅନେକ ବିଷୟ ଆଲୋଚନା କରିଥିଲେ ଏବଂ ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମାଙ୍କୁ ତାଙ୍କର ପ୍ରିୟ କ୍ରିକେଟର ବୋଲି କହିଥିଲେ । ରଣବୀର କହିଛନ୍ତି ଯେ ସେ ଜଣେ ମହାନ କ୍ରିକେଟର ।

  • Ranbir Kapoor said, "I watched MS Dhoni lifting the trophy here at the Wankhede in 2011. Hopefully Virat Kohli and Rohit Sharma play well today". pic.twitter.com/xhJtMpeMdU

    — Mufaddal Vohra (@mufaddal_vohra) November 15, 2023 " class="align-text-top noRightClick twitterSection" data=" ">

ଏଥିସହ ବିରାଟ କୋହଲିଙ୍କ ଉପରେ ବାୟୋପିକ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯେତେବେଳେ ଜଟିନ୍ ସାପ୍ରୁ ରଣବୀରଙ୍କୁ ପଚାରିଥିଲେ ଯେ ଆପଣ ବିରାଟ କୋହଲିଙ୍କ ଉପରେ ବାୟୋପିକ୍ କରିବେ କି ? ଏହା ଉପରେ ରଣବୀର ବହୁତ ସୁନ୍ଦର ଉତ୍ତର ଦେଇ କହିଛନ୍ତି ଯେ ଯଦି ବିରାଟ କୋହଲିଙ୍କ ଉପରେ ବାୟୋପିକ୍ ତିଆରି ହୁଏ, ତେବେ କୋହଲି ନିଜେ ତାଙ୍କ ଭୂମିକାରେ ଅଭିନୟ କରିବା ଉଚିତ । କାରଣ ବିରାଟ ଅନେକ କଳାକାରଙ୍କ ତୁଳନାରେ ବହୁତ ସୁନ୍ଦର ଏବଂ ତାଙ୍କର ଫିଟନେସ୍ ସହ କୌଣସି ତୁଳନା ନାହିଁ ।

  • Jatin sapru -: Would you like to do Kohli's biopic?

    Ranbir kapoor -: If a Biopic is made on Virat Kohli, then Kohli should play the role of Kohli in it because Virat looks better than many actors & his fitness is also very good.

    Unlike someone who will suck for clout#INDVSNZ pic.twitter.com/gK4WDnNWUI

    — 🐰 (@rksbunny) November 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଅଭିନୟରୁ ୬ ମାସ ବ୍ରେକ ନେବେ ରଣବୀର କପୁର, କହିଲେ କାରଣ

ସୂଚନା ଥାଉ କି, ରଣବୀରଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅମିତାଭ ବଚ୍ଚନ ମ୍ୟାଚ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମରେ ଯୋଗ ଦେବେ । ସେପଟେ ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହମ୍ ମଧ୍ୟ ଏଥିରେ ସାମିଲ ହେବେ । ସେ ଏହି ମ୍ୟାଚ୍ ପାଇଁ ଦୁଇ ଦିନ ପୂର୍ବରୁ ଭାରତରେ ପହଞ୍ଚିଥିଲେ। ଅନ୍ୟପଟେ ବଲିଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବେ ବୋଲି ଖବର ରହିଛି । ଏଥିରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.