ETV Bharat / entertainment

KGF Chapter-2 ରିଲିଜ୍‌, ଟ୍ବିଟରରେ ଧୁମ୍‌ ମଚାଉଛି ଫିଲ୍ମ

ଟ୍ୱିଟରରେ KGF ଚାପ୍ଟର 2 Twitter Review ହ୍ୟାସଟ୍ୟାଗର ଝଡ଼ ଆରମ୍ଭ ହୋଇଯାଇଛି । ଚଳଚ୍ଚିତ୍ର ସମାଲୋଚକମାନେ KGF-Chapter-2କୁ ବ୍ଲକବଷ୍ଟରର ଟ୍ୟାଗ୍ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 14, 2022, 3:30 PM IST

KGF Chapter-2 ରିଲିଜ୍‌, ଟ୍ବିଟରରେ ଧୁମ୍‌ ମଚାଉଛି ଫିଲ୍ମ
KGF Chapter-2 ରିଲିଜ୍‌, ଟ୍ବିଟରରେ ଧୁମ୍‌ ମଚାଉଛି ଫିଲ୍ମ

ହାଇଦ୍ରାବାଦ: କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍ ଚାପ୍ଟର 2' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଦିନ ପ୍ରଥମ ସୋ' ଦେଖିବା ପରେ ପ୍ରଶଂସକମାନେ ଟ୍ୱିଟରରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ୟଶଙ୍କ 'କେଜିଏଫ୍ ୨' ରେ ଏଥର ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ୍ ଅଛନ୍ତି, ଯାହାକୁ ପ୍ରଶଂସକମାନେ ଦେଖିବାକୁ ଆଗ୍ରହୀ ଅଟନ୍ତି।

  • THATS WHAT YOU CALL A WORTHY SEQUEL!!! #KGF2 is loaded with dramatic high points, elevation scenes, heroic dialogues & strong emotions. This one is ABSOLUTELY WORTHY of all the hype. A SURE SHOT BLOCKBUSTER. This one will be unstoppable, with mass mayhem! #KGFChapter2

    4 stars!

    — Himesh (@HimeshMankad) April 13, 2022 " class="align-text-top noRightClick twitterSection" data=" ">

'KGF ଚାପ୍ଟର 2' ହ୍ୟାସଟ୍ୟାଗ୍ (KGF chapter 2 Twitter Review) ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ପୂର୍ବ ଫିଲ୍ମ ଅପେକ୍ଷା KGF ଚାପ୍ଟର 2 ଅଧିକ ଭଲ ହୋଇଛି ବୋଲି ପ୍ରଶଂସକମାନେ କହିଛନ୍ତି । ଏଥି ସହିତ, ସମାଲୋଚକ ଏହାକୁ ବ୍ଲକବଷ୍ଟରର ଆଖ୍ୟା ଦେଇଛନ୍ତି ।

  • Finished watching #KGFChapter2
    Must Must Must watch ! Full and Full of mass scenes packed and overloaded ! Highly Recommended 🔥💥! Asusual @TheNameIsYash steal show 🔥! Pakka Theatre material 🔥!

    Single screen release in kumbakonam city 🔥!#KGF2#KGF2onApr14#kgf2incinemas

    — Vasu A/c RGB Laser Dolby 7.1 (@vasutheatre) April 14, 2022 " class="align-text-top noRightClick twitterSection" data=" ">

କିଛି ପ୍ରଶଂସକ ସୋସିଆଲ ମିଡିଆରେ ମଧ୍ୟ କହିଛନ୍ତି ଯେ, ସେମାନଙ୍କୁ ଟିକେଟ ମିଳୁନାହିଁ ଏବଂ ଫିଲ୍ମର ସୋ ହାଉସଫୁଲ ହେବାକୁ ଯାଉଛି। ଏଥିସହିତ ୟଶଙ୍କ ସହ 'ଅଧୀରା' ସଞ୍ଜୟ ଦତ୍ତଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ପ୍ରଶଂସକମାନେ କିପରି 'KGF ଚାପ୍ଟର 2' ପସନ୍ଦ କରିଛନ୍ତି ଏବଂ ଟ୍ୱିଟରରେ ଲୋକମାନେ 'KGF ଚାପ୍ଟର 2' ବିଷୟରେ କ’ଣ କହୁଛନ୍ତି, ତାହା ପୋଷ୍ଟ ମାଧ୍ୟମରେ ଦର୍ଶାଯାଇଛି ।

  • Am I the only one who didn’t like #KGF and hence not excited for #KGFChapter2 ?

    — Madhukar Pandey (@MadhukarPandey) April 14, 2022 " class="align-text-top noRightClick twitterSection" data=" ">
  • #KGFChapter2 just stop what your doing & book the next possible available slot to watch it in theatres !!!

    PAN INDIA movie for a reason !!!

    It’s not Mad Max but MASS MAXXX 🔥 @KGFTheFilm

    — Rakesh Gowthaman (@VettriTheatres) April 14, 2022 " class="align-text-top noRightClick twitterSection" data=" ">

-ସଂଳାପ, ଆକ୍ସନ ସବୁକିଛି ବଢିଆ ।

-kgf ଚାପ୍ଟର 2 ଧମାକାଦାର ହୋଇଛି ।

-ଏହି ପ୍ରଶଂସକଙ୍କୁ KGF ଚାପ୍ଟର 2 ପସନ୍ଦ ଆସିଲାନି ।

-ଗରୁଡା ବିଷୟରେ କଣ କହିଛନ୍ତି ।

-ବିଷ୍ଟ ସହିତ KGF ଚାପ୍ଟର 2କୁ ତୁଳନା କରାଯାଉଛି ।

-କଣ RRR ଉପରେ ଭାରି ପଡିବ KGF ଚାପ୍ଟର 2 ।

-ରବୀନା ଟଣ୍ଡନଙ୍କ ଚରିତ୍ର ଏବଂ ତାଙ୍କ ଅଭିନୟ କିପରି ଥିଲା ।

-KGF ଚାପ୍ଟର 2 ଦେଖିବା ଜରୁରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.