ETV Bharat / city

ଆକ୍ସନ ମୁଡରେ ଏସପି, ଇସ୍ପାତ ନଗରୀରୁ କମିବ ଅପରାଧ

ରାଉରକେଲାରୁ ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଏସପି । ଲୋକେ କିପରି ନ୍ୟାୟ ପାଇବେ ଓ ଟ୍ରାଫିକ୍ ସମସ୍ୟା କିପରି ସୁଧରିବ ଏନେଇ ଏସପି ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

author img

By

Published : Aug 30, 2019, 2:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଦାୟିତ୍ବ ନେବା ପରେ ଆକ୍ସନ ମୁଡ୍‌ରେ ରାଉରକେଲା ଏସପି କେ.ଶିବା ସୁବ୍ରମଣି । ଇସ୍ପାତ ନଗରୀରେ କ୍ରାଇମ ଉପରେ ଲାଗିବ ରୋକ୍ । ଷ୍ଟିଲ ସିଟିରେ ଅପରାଧ କମାଇବା ସହ ଟ୍ରାଫିକ ସମସ୍ୟା ସୁଧାରିବାକୁ ଏସପିଙ୍କ ଫୋକସ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନୂଆକରି ରାଉରକେଲାର ଏସପି ହୋଇଥିବା କେ.ଶିବାଙ୍କ ପାଇଁ ଷ୍ଟିଲ ସିଟିରୁ ଅପରାଧ କମାଇବା ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି । ବଢୁଥିବା ଅପରାଧକୁ କିପରି ରୋକା ଯିବ ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଉରକେଲାକୁ ଅପରାଧ କିଭଳି କମିବ ଓ ଟ୍ରାଫିକ ସମସ୍ୟାରୁ ଲୋକେ କିପରି ମୁକ୍ତି ପାଇବେ ସେ ନେଇ ଆଲୋଚନା ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଥାନା ଅଧିକାରି ଦେବେ ପରିକ୍ଷା,
ଅଭିଯୋଗକାରି କରିବେ ନିରିକ୍ଷାBody:

ଏଣିକି ସରକାରଙ୍କର ସ୍ବଛତାର ପ୍ରମାଣ ମିଳିବ ଥାନା ସ୍ତରରୁ।କାରଣ ଖୁବଶିଘ୍ର ଲାଗୁ ହେବାକୁ ଯାଉଛି ମୋ ସରକାର ଯୋଜନା। ଯେଉଁଠି ତୃଣମୁଳ ସ୍ତରରେ ଲୋକେ ଅଭିଯୋଗ କଲେ କେମିତି ପାଇବେ ନ୍ଯାୟ। ନ୍ଯାୟ ପାଇଁ ଅଭିଯୋଗ ଶୁଣୁଥିବା ପୋଲିସ କରିବ ସାହାର୍ଯ।ଯାହାଙ୍କର ଭୁମିକା ଗୁରୁତ୍ବପୁର୍ଣ ଯୋଗୁଁ।ସେମାନଙ୍କ ଠାରୁ ଆରମ୍ଭ ହେବ ସ୍ବଛତାର ମାପଦଣ୍ଡ। ଏନେଇ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯା। ଯେଉଁଥିରେ ଥାନାଧିକାରି ଦେବେ ପରିକ୍ଷା। ଯାହାର ନିରିକ୍ଷା କରିବେ ଅଭିଯୋଗକାରି।ଯେଉଁଥିପାଇଁ ଜିଲ୍ଲା ସ୍ତରର ଦୁଇ ଜଣ ଲେଖାଏ ଅଫିସରଙ୍କୁ ତାଲିମ ଦେବା ଆରମ୍ଭ କରିଛନ୍ତି ଓଡିଶା ପୋଲିସ।ଏନେଇ ଡିଜି କ୍ଯାମ୍ପ ଅଫିସରେ ସ୍ବତନ୍ତ୍ର କର୍ମଶାଳାରେ ଦିଆଯାଇଛି ତାଲିମ। ଯେଉଁମାନେ କି ନିଜ ନିଜ ଜିଲ୍ଲାକୁ ଯାଇ ଜିଲ୍ଲାର ଥାନା ଲେଭଲର ଅଫିସରଠୁ ଆରମ୍ଭ କରି ଉପରସ୍ତରର ଅଧିକାରିଙ୍କୁ ତାଲିମ ଦେବେ। ତାଲିମରେ କିପରି ଜଣେ ଅଭିଯୋଗ କାରି ଆସିଲେ ତାକୁ ସାମ୍ନା କରିବେ। ତାଙ୍କର ଅଭିଯୋଗ ଗ୍ରହଣ କରି ତାଙ୍କୁ କିପରି ବ୍ଯବହାର କରିବେ। ସେମାନଙ୍କର ଅଭିଯୋଗ ଗ୍ରହଣ ପରେ ତାର କିପରି ସମାଧାନ କରି ତାଙ୍କୁ ଅବଗତ କରିବେ। ଅର୍ଥାତ କିପରି ସାଧାରଣ ଲୋକ ତାର ଅଭିଯୋଗ ପରେ ପୋଲିସ କିପରି ତାକୁ ସମାଧାନ କରିବାର ସାହାର୍ଯ କରୁଛି ସେଭଳି ୮ଟି ମାପଦଣ୍ଡ କୁ ନେଇ ତାଲିମ ଦିଆଯାଇଛି। ଯାହାକୁ ପରବର୍ତି ପର୍ଯାୟରେ ସିସିଟିଏନଏସ ରେ ପୋଲିସ ଅଧିକାରି ରେକର୍ଡ କଲା ପରେ ତାକୁ ନେଇ ପରବର୍ତି ପର୍ଯାୟରେ କଲସେଣ୍ଟର ଜରିଆରେ ଅଭିଯୋଗକାରିଙ୍କୁ ଏସମ୍ପର୍କରେ ପଚରାଯିବ ଏବେ ଅଭିଯୋଗକାରି ନିରିକ୍ଷଣ କରିଥିବା ଅର୍ଥାତ ଅନୁଭବ କରିଥିବା ପୋଲିସ ଅଧିକାରିଙ୍କ ବ୍ଯବହାର ସମ୍ପର୍କରେ ଉପରିସ୍ତ ଅଧିକାରି ଜାଣିପାରିବେ। ଯା ଦ୍ବାରା ଲାଂଚ କାରବାରଠୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ ସବୁ ସମ୍ପର୍କରେ ଏକ ପ୍ରକାର ସ୍ବଛତା ଆସିପାରିବ । ଏବେଂ ଥାନାସ୍ତରରୁ ଏକ ରିପୋର୍ଟକାର୍ଡ ବା ଥାନାଅଧିକାରିଙ୍କ ନେତୃତ୍ବରେ ହୋଇଥିବା ସାଧାରଣ ଲୋକର ସମସ୍ଯା ସମାଧାନ କରିବାର ଉପାୟ ସମ୍ପର୍କରେ ଜାଣିହେବ।ଏନେଇ ସୁଚନା ଦେଇଛନ୍ତି ପୋଲିସ ଡିଜି। ଯାହାକି ଆଗାମି ୨ ତାରିଖରୁ ଲାଗୁ ହେବାକୁ ଥିବା ମୋସରକାର ଯୋଜନା ପୁର୍ବରୁ ଏପରି ଓଡିଶା ପୋଲିସର ସତର୍କତା ପଦକ୍ଷେପ।ଯାହା ଜନସାଧାରଣ ପାଇଁ ସହାୟକ ହେବ।Conclusion:ବାଇଟ-ବି କେ ଶର୍ମା,ପୋଲିସ ଡିଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.