ETV Bharat / city

4 ଆଙ୍ଗନବାଡି କର୍ମୀଙ୍କୁ ଛଟେଇ ଘଟଣା: ପୁନଃନିଯୁକ୍ତି ଦାବିରେ ଧାରଣା - ଚାକରିରୁ ବହିଷ୍କାର

ଚାରି ଆଙ୍ଗନବାଡିକର୍ମୀଙ୍କୁ ବିନା କାରଣରେ ଚାକରିରୁ ବହିଷ୍କାର ଘଟଣାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣରେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ...

ଚାରି ଆଙ୍ଗନବାଡି କର୍ମୀଙ୍କୁ ଛଟେଇ: ପୁର୍ନନିଯୁକ୍ତି ଦାବିରେ ଧାରଣା

author img

By

Published : Dec 10, 2019, 7:03 PM IST

ରାଉରକେଲା: ସହରର ପାନପୋଷସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ଅଙ୍ଗନବାଡି କର୍ମୀ । ଚାରି ଆଙ୍ଗନବାଡି କର୍ମୀଙ୍କୁ ବିନା କାରଣରେ ଚାକରିରୁ ବହିଷ୍କାର ଘଟଣାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ତେବେ ବିନା କାରଣରେ ଜିଲ୍ଲା ପ୍ରଶାସନ କାହିଁକି ଏ କାର୍ଯନୁଷ୍ଠାନ ଗ୍ରହଣ କରିଛି ? ଏହାର ଜବାବ ମାଗିବା ସହ ବହିଷ୍କୃତ କର୍ମୀଙ୍କ ପୁନଃନିଯୁକ୍ତି ଦାବି କରିଛନ୍ତି ଧାରଣାରତ କର୍ମୀ ।

ଚାରି ଆଙ୍ଗନବାଡି କର୍ମୀଙ୍କୁ ଛଟେଇ: ପୁର୍ନନିଯୁକ୍ତି ଦାବିରେ ଧାରଣା

ଅଙ୍ଗନବାଡିକର୍ମୀଙ୍କ ଅଭିଯୋଗ ଅନୁସାରେ, ଗତ ରବିବାର ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ମାତ୍ର ଯେଉଁ କାରଣରୁ ତାଙ୍କୁ ଏହି ଟର୍ମିନେସନ ଲେଟର ମିଳିଛି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଆଗକୁ ଅଙ୍ଗନବାଡିକର୍ମୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚାରି ଆଙ୍ଗନବାଡି କର୍ମୀଙ୍କ ବିରୋଧରେ ନିଆଯାଇଥିବା ଏହି କାର୍ଯନୁଷ୍ଠାନ ପ୍ରତ୍ୟାହୃତ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି ଧାରଣାରତ ଅଙ୍ଗନବାଡି କର୍ମୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-4 ଆଙ୍ଗନବାଡି କର୍ମୀଙ୍କୁ ବିନା କାରଣ ରେ ଚାକରି ରୁ ବହିଷ୍କାର କର ଯାଇ ଥିବା ଘଟଣା ର ପ୍ରତିବାଦ କରିଛନ୍ତି ଆଙ୍ଗଲବାଡୀ ମନେ। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣ ଦେଇ ଥିଲେ ଆଙ୍ଗନବାଡି କର୍ମୀ ମାନେ। ଏମାନଙ୍କ ଦାବି ଥିଲା କି ବିନା କାରଣ ରେ ଜିଲ୍ଲ ପ୍ରଶାସନ ଏହି କାର୍ଯନୁଷ୍ଠାନ ଗ୍ରହଣ୍ କରିଛି।

Body:ଆଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଥିଲା କି ଯେଉଁ ମାନଙ୍କୁ ବହିଷ୍କୃତ କରିବା ପାଇଁ ଯେଉଁ ଆଧାର ଦିଆ ଯାଇଛି ତାହା ଭିତ୍ତିହୀନ। ତାଙ୍କ ଅଭିଯୋଗ ଥିଲା କି ତାଙ୍କ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କର ଯାଉଛି।

Conclusion:4 ଆଙ୍ଗନବାଡି କର୍ମୀ ମାନଙ୍କ ବିରୋଧ ରେ ନିଆ ଯାଇ ଥିବା ଏହି କାର୍ଯନୁଷ୍ଠାନ ପ୍ରତ୍ୟାହୃତ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବାର ଧମକ ଦିଅ ଯାଇଛି।
ବାଇଟ-ମାନସୀ ଦାଶ, ଉପ ସଭାନେତ୍ରୀ, ଆଲ ଓଡିଶା ଅଙ୍ଗନବାଡି ଲେଡିଜ ଏସୋସିଏସନ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.