ETV Bharat / city

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ - Padma besa

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
author img

By

Published : Jan 29, 2020, 9:11 AM IST

Updated : Jan 29, 2020, 10:16 AM IST

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ଆଉ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ । ପ୍ରତିବର୍ଷ ସିଂହଦ୍ବାର ନିକଟରେ ଥିବା ବଡଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତି କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ । ଆଉ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ଭିଡ ଶ୍ରୀମନ୍ଦିରରେ ଲାଗିଥାଏ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ହେବା ପରେ ବଡସିଂହାର ନାତିରେ ଏହି ବେଶ କରାଯାଏ । ସୋଲ, ଜରି, କଦଳୀପାଟ, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢୀ କୁଶଳୀ ପାରମ୍ପରିକ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥାଏ । ଏହି ବେଶ ନିମନ୍ତେ ସୋଲରେ ନିର୍ମିତ ପଦ୍ମପାଖୁଡାର 3ଟି ମୁଖ ତିଆରି ହୁଏ । ଏହି ବେଶ ସମୟରେ ଠାକୁରଙ୍କ ନିକଟରେ ଖିରି, ଅମାଲୁ ଭୋଗ ହୋଇଥାଏ । ଏହି ବେଶ ଥାଇ ରାତିରେ ମହାପ୍ରଭୁଙ୍କ ପହୁଡ ହୋଇଥାଏ । ପରଦିନ ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଅବକାଶ ନୀତି ବେଳକୁ ଏହି ବେଶ ଲାଗି ହୁଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପଦ୍ମ ବେଶ Body:ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡ଼ୁଥିବା ବୁଧବାର କି ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ। ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶର ପ୍ରବର୍ତ୍ତକ। ପ୍ରତିବର୍ଷ ସିଂହଦ୍ବାର ନିକଟରେ ଥିବା ବଡ଼ଛତା ମଠ ପକ୍ଷରୁ ଏହି ବେଶ ପାଇଁ ପ୍ରସ୍ତୁତି କରାଯିବା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥାଏ। ସୋଲ, ଜରି, କଦଳୀପାଟ, କନା, କଇଁଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମଫୁଲ ଓ କଢ଼ୀ କୁଶଳୀ ପାରମ୍ପରିକ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଏହି ବେଶ ନିମନ୍ତେ ସୋଲରେ ନିର୍ମିତ ପଦ୍ମପାଖୁଡ଼ାର ୩ ଟି ମୁଖ ତିଆରି ହୁଏ। ଏହି ବେଶ ସମୟ ରେ ଠାକୁର ଙ୍କ ନିକଟରେ ଖିରି , ଅମାଲୁ ଭୋଗ ହୋଇଥାଏ। ଏହି ବେଶ ଥାଇ ରାତିରେ ମହାପ୍ରଭୁଙ୍କ ପହୁଡ଼ ହୋଇ ଥାଏ। ପରଦିନ ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ବେଶ ରହିଥାଏ। ଅବକାଶ ନୀତି ବେଳକୁ ଏହି ବେଶ ଉଲାଗି ହୁଏ। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଙ୍କ ଭିଡ଼ ଶ୍ରୀମନ୍ଦିର ଲାଗିଥାଏ।

ବାଇଟ,, ଡ଼କ୍ଟର ନରେସ ଦାଶ ,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Jan 29, 2020, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.