ପୁରୀ: ଅରୁଣାଚଳର ଭଲୁକାମରେ ଭୂସ୍କଳନ। ଏଥିରେ ବାୟୁସେନାର ଜଣେ ଓଡ଼ିଆ ଏୟାରମ୍ୟାନଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୀ ଚନ୍ଦନପୁର ଅଞ୍ଚଳର ସମ୍ପଦ ସାବତ ।



ଖବର ଅନୁଯାୟୀ, ସମ୍ପଦ ଗତକାଲି ତେଜପୁର ଏୟାରବେଶରୁ ସାଙ୍ଗ ମାନଙ୍କ ସହ ଭଲୁକମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅରୁଣାଚଳର ଭଲୁକାମରେ ଭୂସ୍ଖଳନ ହେବା ଯୋଗୁଁ ସେ ପ୍ରାଣ ହରାଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ