ETV Bharat / city

ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କଲେ ହାଇକୋର୍ଟ ଆଇନଜୀବୀ ଓ ସାମାଜିକ ସଙ୍ଗଠନ

author img

By

Published : Aug 20, 2020, 5:33 PM IST

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କରିଛନ୍ତି ଓଡିଶା ହାଇକୋର୍ଟର ଆଇନଜୀବୀଙ୍କ ସମେତ କଟକର ବିଭିନ୍ନ ସାମାଜିକ ସଙ୍ଗଠନ । ସ୍ବାଧୀନ ମତ ପୋଷଣ କରିବାର ସମସ୍ତଙ୍କର ଅଧିକାର ରହିଥିବା ବେଳେ ସୁପ୍ରିମକୋର୍ଟ ଏହାର ପୁନଃବିଚାର କରିବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ...

ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କଲେ ହାଇକୋର୍ଟ ଆଇନଜୀବୀ

କଟକ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କରିଛନ୍ତି ଓଡିଶା ହାଇକୋର୍ଟର ଆଇନଜୀବୀଙ୍କ ସମେତ କଟକର ବିଭିନ୍ନ ସାମାଜିକ ସଙ୍ଗଠନ । ସ୍ବାଧୀନ ମତ ପୋଷଣ କରିବାର ସମସ୍ତଙ୍କର ଅଧିକାର ରହିଥିବା ବେଳେ ସୁପ୍ରିମକୋର୍ଟ ଏହାର ପୁନଃବିଚାର କରିବାକୁ ଦାବି କରାଯାଇଛି ।

ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କଲେ ହାଇକୋର୍ଟ ଆଇନଜୀବୀ ଓ ସାମାଜିକ ସଙ୍ଗଠନ

ଆଇନଜୀବୀ ମାନେ ହାତରେ ପ୍ଲାକାର୍ଡ ଧରି ହାଇକୋର୍ଟ ସାମ୍ନାରେ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବାକ ସ୍ବାଧୀନତାକୁ ନେଇ ସେମାନେ ନିଜର ଦାବି ଜଣାଇଛନ୍ତି । ସେହିପରି ପ୍ରଶାନ୍ତ ଭୂଷଣ ଜଣେ ସଚ୍ଚୋଟ ଆଇନଜୀବୀ । ସେ ତାଙ୍କର ସ୍ୱାଧୀନ ମତ ରଖିଛନ୍ତି । ତେବେ ତାଙ୍କ ବିରୁଦ୍ଧରେ ଯେଉଁ ମାମଲା ଆସିଛି ତାହାକୁ ପ୍ରତ୍ୟାହାର କରିବା ବିଭିନ୍ନ ସାମାଜିକ ସଙ୍ଗଠନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଫଟୋରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମନ୍ତବ୍ୟ ଦେଇଥିଲେ । ଯାହା ଅଦାଲତ ଅବମାନନା କରୁଥିବା ସୁପ୍ରିମକୋର୍ଟ ଦର୍ଶାଇଛନ୍ତି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.