ETV Bharat / city

ସାଲେପୁର ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ମୁସ୍ତାକ ଦୋଷୀ ସାବ୍ୟସ୍ତ - ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ସାଲେପୁର

ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ ।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ମୁସ୍ତାକ ଦୋଷୀ ସାବ୍ୟସ୍ତ
author img

By

Published : Sep 18, 2019, 3:26 PM IST

Updated : Sep 19, 2019, 12:04 PM IST

କଟକ: ଦୋଷୀ ସାବ୍ୟସ୍ତ ହେଲା ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକ। ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତେବେ ଆଇପିସି ଧାରା 363,302,376 (a)(b), ଏବଂ 6 ପୋକ୍ସୋ ଆକ୍ଟ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତାକାଲି(ଗୁରୁବାର) ତାକୁ ଦଣ୍ଡ ବିଧାନ କରାଯିବ ।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ମୁସ୍ତାକ ଦୋଷୀ ସାବ୍ୟସ୍ତ

ସୂଚନାଯୋଗ୍ୟ ଗତ 2018 ,ଏପ୍ରିଲ 28 ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାଫ ନିଜ ଗ୍ରାମର 6 ବର୍ଷର ନାବାଳିକାକୁ ଚକଲେଟ ଦେଇ ଗ୍ରାମର ସ୍କୁଲ ପରିସରରେ ଦୁଷ୍କର୍ମ କରିବା ସହ ପ୍ରମାଣକୁ ନଷ୍ଟ କରିବା ପାଇଁ ତାଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ 23 ଜଣଙ୍କୁ ସାକ୍ଷୀ ପ୍ରଦାନ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାଫ କୋର୍ଟ ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁସ୍ତାକ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆଇପିସି ଧାରା 363,302,376 (a)(b), ଏବଂ 6 ପୋସ୍କୋ ଆକ୍ଟ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।ଆସନ୍ତାକାଲି ଦଣ୍ଡ ବିଧାନ କରାଯିବ।
ସୂଚନାଯୋଗ୍ୟ ଗତ 2018 ,ଏପ୍ରିଲ 28 ତାରିଖରେ ଅଭିଯୁକ୍ତ ମହମ୍ମଦ ମୁସ୍ତାଫ ନିଜ ଗ୍ରାମର 6 ବର୍ଷର ନାବାଳିକା କୁ ଚକଲେଟ ଦେଇ ଗ୍ରାମର ସ୍କୁଲ ପରିସରରେ ଦୁଷ୍କର୍ମ କରିବା ସହ ପ୍ରମାଣକୁ ନଷ୍ଟ କରିବା ପାଇଁ ହତ୍ୟା କରିଥିଲା।ଏଥିରେ 23 ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

ବାଇଟ - ଅକ୍ଷୟ ନାୟକ,ସ୍ପେସିଆଲ ପ୍ରସିକ୍ୟୁଟର।

Body:no need

Conclusion:no need
Last Updated : Sep 19, 2019, 12:04 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.