ETV Bharat / city

କଟକ ମହାନଗର ନିଗମରେ ୧୯୭ କୋରୋନା ପଜିଟିଭ, ୮୯ ସ୍ଥାନୀୟ ଆକ୍ରାନ୍ତ

author img

By

Published : Sep 10, 2020, 10:16 PM IST

କଟକ ମହାନଗର ନିଗମ ଅଞ୍ଚଳରେ ଗୁରୁବାର ୧୯୭ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରେ ୧୯୭ କୋରୋନା ପଜିଟିଭ, ୮୯ ସ୍ଥାନୀୟ ଆକ୍ରାନ୍ତ
କଟକ ମହାନଗର ନିଗମରେ ୧୯୭ କୋରୋନା ପଜିଟିଭ, ୮୯ ସ୍ଥାନୀୟ ଆକ୍ରାନ୍ତ

କଟକ: କଟକ ମହାନଗର ନିଗମ ଅଞ୍ଚଳରେ ଗୁରୁବାର ୧୯୭ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ସେଥିରୁ ୪୯ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୯ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୮୯ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ମୋଟ ୭୦୯୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୪୯୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅପରପକ୍ଷେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୨୦୯୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.