ETV Bharat / city

ଏଣିକି ସପ୍ତାହନ୍ତରେ ଟୀକାକରଣ ବନ୍ଦ

author img

By

Published : Apr 22, 2021, 9:37 PM IST

ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଟୀକାକରଣ । ସପ୍ତାହନ୍ତରେ ସଟଡାଉନ ଘୋଷଣା କରାଯାଇଥିବାରୁ ଟୀକାକରଣ ବନ୍ଦ ନେଇ ନିଷ୍ପତ୍ତି । ଅଧିକ ପଢନ୍ତୁ....

ଏଣିକି ସପ୍ତାହନ୍ତରେ ଟୀକାକରଣ ବନ୍ଦ
ଏଣିକି ସପ୍ତାହନ୍ତରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ଏହି ସପ୍ତାହର ଟୀକାକରଣ ନେଇ ଲାଗୁ ହେଲା ନୂଆ ନିୟମ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ସପ୍ତାହନ୍ତରେ ବନ୍ଦ ରହିବ ଟୀକାକରଣ । ସପ୍ତାହନ୍ତରେ ସଟଡାଉନ ଘୋଷଣା କରାଯାଇଥିବାରୁ ନିଆଯାଇଛି ଏପରି ନିଷ୍ପତ୍ତି ।

ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଟୀକାକରଣ । ସପ୍ତାହନ୍ତରେ ସଟଡାଉନ ଘୋଷଣା କରାଯାଇଥିବାରୁ ଟୀକାକରଣ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଦୁଇ ଦିନ ଟୀକାକରଣ କେନ୍ଦ୍ର ସାନିଟାଇଜ କରାଯିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଟୀକାକରଣ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.