ETV Bharat / city

ମହଙ୍ଗା ମାଡ଼, ପିଆଜ ଲୁଟୁଛି ପକେଟ - Rising potato and onion price

ମନପସନ୍ଦର ପରିବା ଦାମ ଶୁଣିଲେ ଆଖି ନାଲି ହୋଇଯାଉଛି । ସୁନା ଭଳି ବଢିଚାଲିଛି ଆଳୁ, ପିଆଜ ଦର । ଚାହିଦା ତୁଳନାରେ ଯୋଗାଣ କମ ହୋଇଥିବାରୁ ଦାମ ବଢୁଛି । ଫଳରେ ଖାଉଟିଙ୍କ ଚିନ୍ତା ବଢିଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 28, 2019, 5:38 PM IST

ଭୁବନେଶ୍ବର: ଖାଇବା ଥାଳିକୁ ମହଙ୍ଗା ମାଡ଼ । ତରକାରୀକୁ ସ୍ବାଦିଷ୍ଟ କରୁଥିବା ପିଆଜ ଦର ଆକାଶଛୁଆଁ । ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମହାରାଷ୍ଟ୍ର ବନ୍ୟା ଓ ପଶ୍ଚିମବଙ୍ଗର ଟ୍ରକ ଧର୍ମଘଟ ଯୋଗୁଁ ଏଭଳି ଦର ବୃଦ୍ଧି ହେଉଛି । ଫଳରେ ବୁଧବାର ଭୁବନଶ୍ବର 1ନମ୍ବର ହାଟରେ ପିଆଜ କିଲୋ 37 ଟଙ୍କାରେ ପହଞ୍ଚିଛି । ସେହିପରି ଆଳୁ ଦର 15 ଟଙ୍କାରୁ ବଢି ଏବେ 19 ଟଙ୍କା ରହିଛି । ଯଦି ଏହି 2 ପଡୋଶୀ ରାଜ୍ୟର ସମସ୍ୟା ସମାଧାନ ନ ହୁଏ ତେବେ ଆଗକୁ ପରିବା ଦର ଆହୁରୀ ବଢିବା ନେଇ ସମ୍ଭାବନା ରହିଛି । ତେବେ 1ନମ୍ବର ହାଟର ଯଦି ଏପରି ସାଧାରଣ ଖୁଚୁରା ବଜାର କଥା ଆପଣ ଚିନ୍ତା କରିପାରୁଥିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରେଷେଇ ଘରେ ପଡୁଛି ମହଙ୍ଗା ମାଡ଼, ଦିନ କୁ ଦିନ ଆଳୁ ପିଆଜ ର ଦର ବଢୁଛି, ଯେଉଁଥି ପାଇଁ ଚିନ୍ତା ରେ ଖାଉଟି। ବର୍ତ୍ତମାନ ଶୁଦ୍ଧା ଏହାର ସୁଧାର ହୋଇ ନ ଥିବା ବେଳେ ଦିନ କୁ ଦିନ ଦର ବୃଦ୍ଧି ଖାଉଟି ର ଚିନ୍ତା କୁ ଦୁଇ ଗୁଣ କାରାଉଛି। ମହାରାଷ୍ଟ୍ର ରେ ବନ୍ୟା ଓ ପଶ୍ଚିମ ବଙ୍ଗ ର ଟ୍ରକ ଧର୍ମଘଟ ଯେଗୁ ଏଭଳି ଦର ବୃଦ୍ଧି ହେଉଛି ବୋଲି ଜଣାପଡିଛି।କିଛି ଦିନ ପୂର୍ବ ରୁ ପୁଆଜ 25 ଟଙ୍କା ଥିଲା ଯାହା କି 30 କୁ ବୃଦ୍ଧି ପାଇଥିବା ବେଳେ ଏବେ ପିଆଜ ର ମୂଲ୍ୟ 37 ଟଙ୍କା ହୋଇଛି। ଅନ୍ୟ ପଟେ ଆଳୁ ର ଦର ପ୍ରଥମେ 15 ଟଙ୍କା ପରେ ଏବେ 19 ଟଙ୍କା କୁ ବୃଦ୍ଧି ହୋଇଛି। ତେବେ ଏବେ ବି ଆଶଙ୍କା ଦେଖା ଯାଉଛି ଆଳୁ ଓ ପିଆଜ ର ଦର ବୃଦ୍ଧି ହେବ।

Body:ରେଷେଇ ଘରେ ପଡୁଛି ମହଙ୍ଗା ମାଡ଼, ଦିନ କୁ ଦିନ ଆଳୁ ପିଆଜ ର ଦର ବଢୁଛି, ଯେଉଁଥି ପାଇଁ ଚିନ୍ତା ରେ ଖାଉଟି। ବର୍ତ୍ତମାନ ଶୁଦ୍ଧା ଏହାର ସୁଧାର ହୋଇ ନ ଥିବା ବେଳେ ଦିନ କୁ ଦିନ ଦର ବୃଦ୍ଧି ଖାଉଟି ର ଚିନ୍ତା କୁ ଦୁଇ ଗୁଣ କାରାଉଛି। ମହାରାଷ୍ଟ୍ର ରେ ବନ୍ୟା ଓ ପଶ୍ଚିମ ବଙ୍ଗ ର ଟ୍ରକ ଧର୍ମଘଟ ଯେଗୁ ଏଭଳି ଦର ବୃଦ୍ଧି ହେଉଛି ବୋଲି ଜଣାପଡିଛି।କିଛି ଦିନ ପୂର୍ବ ରୁ ପୁଆଜ 25 ଟଙ୍କା ଥିଲା ଯାହା କି 30 କୁ ବୃଦ୍ଧି ପାଇଥିବା ବେଳେ ଏବେ ପିଆଜ ର ମୂଲ୍ୟ 37 ଟଙ୍କା ହୋଇଛି। ଅନ୍ୟ ପଟେ ଆଳୁ ର ଦର ପ୍ରଥମେ 15 ଟଙ୍କା ପରେ ଏବେ 19 ଟଙ୍କା କୁ ବୃଦ୍ଧି ହୋଇଛି। ତେବେ ଏବେ ବି ଆଶଙ୍କା ଦେଖା ଯାଉଛି ଆଳୁ ଓ ପିଆଜ ର ଦର ବୃଦ୍ଧି ହେବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.