ETV Bharat / city

ଲାଞ୍ଚ ମାଗି ଏସଆଇ ନିଲମ୍ବିତ

ନୟାପଲ୍ଲୀ ଥାନା ଅଧିନରେ ଯାଉଥିବା କିଛି ଚୋରି ଗାଡିକୁ ଖଣ୍ଡଗିରି ପୋଳିସ ଜବତ କରି ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଏସଆଇ ଜଣକ ଗାଡି ଫେରି ପାଇବାକୁ ମାଲିକଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ ।

author img

By

Published : Sep 1, 2019, 4:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନିଲମ୍ବିତ ହେଲେ କମିସନରେଟ ପୋଲିସ ଏସଆଇ । ଚୋରି ଗାଡି ଛାଡିବା ପାଇଁ ଟଙ୍କା ମାଗୁଥିବା ବେଳେ ଫସିଲେ ଏସଆଇ ସୁଧାଂଶୁ ଶେଖର ପରିଡା । କମିସନରଙ୍କ ପାଖରେ ଖବର ପହଞ୍ଚିବା ପରେ କାର୍ଯାନୁଷ୍ଠାନ ନେଲେ ଏସପି ।

ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏହି ଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନୟାପଲ୍ଲୀ ଥାନା ଅଧିନରେ ଯାଉଥିବା କିଛି ଚୋରି ଗାଡିକୁ ଖଣ୍ଡଗିରି ପୋଳିସ ଜବତ କରି ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଏସଆଇ ଜଣକ ଗାଡି ଫେରି ପାଇବାକୁ ମାଲିକଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ । ଯାହା ଜଣାପଡିବା ପରେ ଏଭଳି କାର୍ଯାନୁଷ୍ଠାନ ନିଆଯାଇଛି ।

ଗୋଟିଏ ପଟେ ସରକାର "ମୋ ସରକାର" ଯୋଜନା ଲାଗୁ କରି ସ୍ବଚ୍ଛତାର ପ୍ରମାଣ ଦେବାକୁ ଉଦ୍ୟମ କରୁଥିବାବେଳେ ଏଭଳି ନିଲମ୍ବିତ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଚୋରି ଗାଡି ରିଲିଜ ପାଇଁ ଲାଂଚ ଦାବି,
ନିଲମ୍ବିତ ହେଲେ ଏସଆଇBody:

ନିଲମ୍ବିତ ହେଲେ କମିସନରେଟ ପୋଲିସର ଏସଆଇ ସୁଧାଂଶୁ ଶେଖର ପରିଡା।ଚୋରି ଗାଡି କୁ ରିଲିଜ ପାଇଁ ଟଙ୍କା ମାଗୁଥିବା ବେଳେ ଫସିଗଲେ ଏସଆଇ।କମିସନରଙ୍କ ପାଖରେ ଖବର ପହଂଚିବା ପରେ କାର୍ଯାନୁଷ୍ଠାନ ନେଲେ ସିପି।ତେବେ ନୟାପଲ୍ଲିରେ ଥିବା ଏହି ଏସଆଇ ଙ୍କୁ କାର୍ଯରୁ ନିଲମ୍ବିତ କରାଯାଇଛି।ତେବେ ଗୋଟିଏ ପଟେ ସରକାର ମୋ ସରକାର ଯୋଜନା ଲାଗୁ କରି ସ୍ବଛତାର ପ୍ରମାଣ ଦେବାକୁ ଉଦ୍ଯମ ବେଳେ ଏଭଳି ନିଲମ୍ବିତ ଘଟଣା ଏବେ ଚର୍ଚାର ବିଷୟ ହୋଇଛି।ଯାହା ପୋଲିସ ଲାଂଚ କାରମାମଲା ପଦାକୁ ଆସିଛି।ତେବେ ନୟାପଲ୍ଲି ଥାନାରେ ଏକ ଧରାପଡିଥିବା ଚୋରର ସିଜର ଲିଷ୍ଟରେ କିଛି ଗାଡି ୋଖଣ୍ଡଗିରି ପୋଲିସ ଧରିଥିଲା ଏବଂ ତାକୁ ନୟାପଲି ପୋଲିସକୁ ହସ୍ତାନ୍ତର କରିଥିଲା ତେବେ ସେହି ଗାଡିକୁ ତାର ମାଲିକକୁ ଫେରିପାଇବାକୁ ହେଲେ କିଛି ଟଙ୍କା ଦାବି କରିଥିଲେ ଏହି ଏସଆଇ ଜଣଙ୍କ ଯାହାକୁ ନେଇ ଏଭଳି କାର୍ଯାନୁଷ୍ଠାନ ନିଆଯାଇଛି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.