ETV Bharat / city

କଲେଜ ପରିବର୍ତ୍ତନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ , ମାର୍ଚ୍ଚ 26 ଶେଷ ତାରିଖ - Online apply for college change

ଯୁକ୍ତ ଦୁଇ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଚାହିଁଲେ ଅନ୍ୟ କଲେଜକୁ ପରିବର୍ତ୍ତନ କରିପାରିବେ। ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ...

ଅନଲାଇନରେ ଆବେଦନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ

author img

By

Published : Mar 19, 2021, 11:29 AM IST

Updated : Mar 19, 2021, 11:35 AM IST

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଯୁକ୍ତ ଦୁଇ କଲେଜ ପରିବର୍ତ୍ତନ କରିପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ। ଆଜିଠାରୁ(ଶୁକ୍ରବାର) ୱେବସାଇଟରେ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫର୍ମ ଉପଲବ୍ଧ ହେବ।

ଅନଲାଇନରେ ଆବେଦନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ
ଅନଲାଇନରେ ଆବେଦନ କରିପାରିବେ +2 ପ୍ରଥମ ବର୍ଷର ଛାତ୍ରଛାତ୍ରୀ

ଯୁକ୍ତ ଦୁଇ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଚାହିଁଲେ ଅନ୍ୟ କଲେଜକୁ ପରିବର୍ତ୍ତନ କରିପାରିବେ। ଏନେଇ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଆଜିଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ କଲେଜ ପରିବର୍ତ୍ତନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

22 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ସାମସ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ଏବଂ ଏପ୍ରିଲ 1 ରୁ 12 ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜରେ ନାମ ଲେଖିପାରିବେ। କଲେଜ ବଦଳି ପାଇଁ ସ୍ବତନ୍ତ୍ର ଭାବରେ ନିୟମାବଳୀ ଜାରି ହୋଇଛି। ଆଜିଠାରୁ www.samsodisha.gov.in ୱେବସାଇଟରେ ଅନଲାଇନ ଫର୍ମ ଉପଲବ୍ଧ ହେବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 19, 2021, 11:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.