ETV Bharat / city

ବର୍ଷାକୁ ବେଖାତିର: ଧନତେରାସରେ ସୁନା କିଣିବାକୁ ପ୍ରବଳ ଭିଡ

ଧନତେରାସ ପାଇଁ ଗହଣା ଦୋକାନରେ ଚଳଚଞ୍ଚଳ । ପ୍ରବଳ ବର୍ଷା ସତ୍ତ୍ବେ ବି ରାଜଧାନୀର ବହୁ ଗହଣା ଦୋକାନରେ ଲାଗିଥିଲା ପ୍ରବଳ ଭିଡ ।

ଧନତେରାସ ପାଇଁ ସୁନା ଦୋକାନରେ ପ୍ରବଳ ଭିଡ
author img

By

Published : Oct 24, 2019, 11:44 PM IST

ଭୁବନେଶ୍ବର: ରାତି ପାହିଲେ ଧନତେରାସ । ଚଳଚଞ୍ଚଳ ହୋଇପଡିଛି ରାଜଧାନୀର ଗହଣା ଦୋକାନ । ଧନତେରାସ ଭଳି ଶୁଭ ଦିନରେ ଗହଣା କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ବିଶ୍ବାସ ରହିଛି । ସେଥିପାଇଁ ଗୁରୁବାର ରାଜଧାନୀରେ ଥିବା ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଲାଗିଛି ପ୍ରବଳ ଭିଡ ।

ଧନତେରାସ ପାଇଁ ସୁନା ଦୋକାନରେ ପ୍ରବଳ ଭିଡ

ଅନ୍ୟପଟେ ଦେକାନୀ ବି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କିଏ ମେକିଙ୍ଗ ଚାର୍ଜରେ ଅଫର ଦେଉଛି ତ ଆଉ କିଏ ଗହଣାରେ ଲୋଭନୀୟ ଗିଫ୍ଟ ମଧ୍ୟ ରଖିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ବି ଗହଣା ପ୍ରେମୀଙ୍କ ଗହଣା କିଣିବା ପାଇଁ ଉତ୍ସାହ କମି ନଥିଲା । ସେପଟେ ଗହଣା ଦୋକାନରେ କିଏ ନିଜ ମନପସନ୍ଦର ଚୁଡି କିଣୁଛନ୍ତି କିଏ ନିଜ ପ୍ରିୟଜନଙ୍କ ପାଇଁ ଗହଣା କିଣୁ ଥିବାର ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଧନତେରଶ ପାଇଁ ରାଜଧାନୀ ର ଗହଣା ଦୋକାନ ରେ ପ୍ରବଳ ଭିଡ।

ଆସୁଛି ଧନତେରସ ଏଥି ପାଇଁ ରାଜଧାନୀ ର ଗହଣା ଦେକାନ ରେ ଗହଣା ପ୍ରେମୀ ଙ୍କ ପ୍ରବଳ ଭିଡ। ଅନ୍ୟ ପଟେ ଦେକାନି ବି ଗ୍ରାହାକ ଙ୍କୁ ଆକୃଷ୍ଟ କରିବା ପାଇଁ କିଏ ମେକିଙ୍ଗ ଚାର୍ଜ ରେ ଅଫର ଦେଉଛି ତ ଆଉ କିଏ ସବୁ ଗହଣା ରେ ରୁପା ମୁଦ୍ରା ଲୋକଙ୍କୁ ଫ୍ରି ରେ ଦେଉଛି। ଏହା ସହ ଲକି ଡ୍ର କାରୀ ଗହଣା ପ୍ରେମୀ ଙ୍କୁ ବିଦେଶ ଯିବା ର ବ୍ୟବସ୍ଥା ମଧ୍ୟ ରଖିଛନ୍ତି ଦେକାନି। ପ୍ରବଳ ବର୍ଷା ହେଉଥିଲେ ଶୁଦ୍ଧା ଗହଣ ପ୍ରେମୀ ମାନେ ସୁନା,ରୁପା, ଓ ହୀରା କିଣିବାରେ ଲାଗିପଡ଼ିଛନ୍ତି। କିଏ ନିଜ ପାଇଁ ଚୁଡି କିଣୁଛି ତ ଆଉ କିଏ ନିଜପ୍ରିୟ ଜନ ଙ୍କ ପାଇଁ ଗହଣା କିଣୁ ଥିବାର ନଜର ଆସିଛି।

ବାଇଟ ଗ୍ରାହକ

Body:ଧନତେରଶ ପାଇଁ ରାଜଧାନୀ ର ଗହଣା ଦୋକାନ ରେ ପ୍ରବଳ ଭିଡ।

ଆସୁଛି ଧନତେରସ ଏଥି ପାଇଁ ରାଜଧାନୀ ର ଗହଣା ଦେକାନ ରେ ଗହଣା ପ୍ରେମୀ ଙ୍କ ପ୍ରବଳ ଭିଡ। ଅନ୍ୟ ପଟେ ଦେକାନି ବି ଗ୍ରାହାକ ଙ୍କୁ ଆକୃଷ୍ଟ କରିବା ପାଇଁ କିଏ ମେକିଙ୍ଗ ଚାର୍ଜ ରେ ଅଫର ଦେଉଛି ତ ଆଉ କିଏ ସବୁ ଗହଣା ରେ ରୁପା ମୁଦ୍ରା ଲୋକଙ୍କୁ ଫ୍ରି ରେ ଦେଉଛି। ଏହା ସହ ଲକି ଡ୍ର କାରୀ ଗହଣା ପ୍ରେମୀ ଙ୍କୁ ବିଦେଶ ଯିବା ର ବ୍ୟବସ୍ଥା ମଧ୍ୟ ରଖିଛନ୍ତି ଦେକାନି। ପ୍ରବଳ ବର୍ଷା ହେଉଥିଲେ ଶୁଦ୍ଧା ଗହଣ ପ୍ରେମୀ ମାନେ ସୁନା,ରୁପା, ଓ ହୀରା କିଣିବାରେ ଲାଗିପଡ଼ିଛନ୍ତି। କିଏ ନିଜ ପାଇଁ ଚୁଡି କିଣୁଛି ତ ଆଉ କିଏ ନିଜପ୍ରିୟ ଜନ ଙ୍କ ପାଇଁ ଗହଣା କିଣୁ ଥିବାର ନଜର ଆସିଛି।

ବାଇଟ ଗ୍ରାହକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.