ETV Bharat / city

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: କିଶୋର ପଟେଲ - ପଞ୍ଚାୟତ ନିର୍ବାଚନ 2022

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଗଠନ କରିଛି ଏକ 20 ଜଣିଆ କମିଟି । ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ପାଇଁ ନାମାଙ୍କନ ଦାଖଲର ପ୍ରଥମ ଦିନରେ ପିସିସି ସଭାପତି ଏହି କମିଟି ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ

Congress manifesto will come soon: Kishore Patel
ଖୁବଶୀଘ୍ର ଆସିବ କଂଗ୍ରେସ ଇସ୍ତାହାର: କିଶୋର ପଟେଲ
author img

By

Published : Jan 18, 2022, 9:16 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଗଠନ କରିଛି ଏକ 20 ଜଣିଆ କମିଟି । ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା ପାଇଁ ନାମାଙ୍କନ ଦାଖଲର ପ୍ରଥମ ଦିନରେ ପିସିସି ସଭାପତି ଏହି କମିଟି ପ୍ରସ୍ତୁତ କରିଛନ୍ତି । ଏହି କମିଟି ପ୍ରାର୍ଥୀ ବଣ୍ଟନ ଏବଂ ନାମାଙ୍କନ ପ୍ରକ୍ରିୟା ତଦାରଖ କରିବ ।

ପଞ୍ଚାୟନ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: କିଶୋର ପଟେଲ

ଏହାମଧ୍ୟ ପଢନ୍ତୁ: ତ୍ରିମୁଖୀ ଲଢେଇ ହେବ ପଞ୍ଚାୟତ ନିର୍ବାଚନ: ଶରତ ରାଉତ

COVID ସ୍ଥିତିରେ ନିର୍ବାଚନ ହେଉଥିବାରୁ ଡିଜିଟାଲ ପ୍ରଚାରକୁ ଏଥର ଫୋକସ ଦିଆଯାଇଛି । ଫଳରେ ଡିଜିଟାଲ ପ୍ରଚାର ମାଧ୍ୟମରେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ । ଲୋକଙ୍କ ସହିତ କଂଗ୍ରେସ ରହିଛି ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ପାଖରେ ଦଳ ପହଞ୍ଚାଇବ ବୋଲି କହିଛନ୍ତି ଗଠିତ ନିର୍ବାଚନ କମିଟି ସଦସ୍ୟ କିଶୋର ପଟେଲ । ଏଥିସହ ଖୁବଶୀଘ୍ର କଂଗ୍ରେସର ଇସ୍ତାହାର ଆସିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.