ETV Bharat / city

ଟୋକନ୍‌ ବ୍ୟବସ୍ଥାକୁ ନେଇ ଶୂନ୍ୟକାଳରେ ଝଡ, ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Nov 22, 2019, 1:17 PM IST

ବିଧାନସଭାରେ ଉଠିଲା ଟୋକନ୍ ବ୍ୟବସ୍ଥା ପ୍ରସଙ୍ଗ । ସରକାରଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ...

ଟୋକନ୍‌ ବ୍ୟବସ୍ଥାକୁ ନେଇ ଶୂନ୍ୟକାଳରେ ଝଡ, ସରକାରଙ୍କୁ ଘେରିଲେ ବିରୋଧି

ଭୁବନେଶ୍ବର: ଶୂନ୍ୟକାଳରେ ପୁଣି ଉଠିଲା ଧାନକିଣାରେ ଟୋକନ୍ ପ୍ରସଙ୍ଗ । ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକନ ବ୍ୟବସ୍ଥାକୁ ନେଇ ବାହାରେ କିପରି ମନ୍ତବ୍ୟ ଦେଲେ ବୋଲି ସରକାରଙ୍କୁ ଘେରିଛି ବିଜେପି ।

ବିନା ଟୋକନ୍‌ରେ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ ବୋଲି ବିଜେପି ପ୍ରଶ୍ନ କରିଛି । ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ ।

କିଏ ସେମାନଙ୍କୁ ପଠାଇଥିଲେ । ସରକାରଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗ ଉଠାଇ ସରକାରୀ ଦଳ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ । ସେହିପରି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଉଠାଇବା ଶ୍ରମ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ଚାଲୁଥିବା ବେଳେ ମନ୍ତ୍ରୀ ଟୋକାନ ବ୍ୟବସ୍ଥା ନେଇ ବାହାରେ ମନ୍ତବ୍ୟ ଦେଲେ କିପରି। ବିନା ଟୋକାନରେ ଧାନ ବିକ୍ରି କରିପାରିବେ ବୋଲି କହିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସରକାରୀ ଉପମୁଖ୍ୟ ସଚେତକ କିପରି ମନ୍ତବ୍ୟ ଦେଲେ। ଗୃହରେ ଖୋଦ ଯୋଗାଣ ମନ୍ତ୍ରୀ ଉତ୍ତର ଦେଲେ ନାହିଁ ହେଲେ ବାହାରେ ମନ୍ତବ୍ୟ ଦେଲେ କାହିଁକି। ଗଣମାଧ୍ୟମ ରେ ବୟାନ ଦେଲେ କିପରି ? ମନ୍ତ୍ରୀ ବିଧାନସଭା ମୁ ବିଶ୍ୱାସକୁ ନେଲେ ନାହିଁ। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ। ସେମାନଙ୍କୁ କିଏ ପଠାଇଥିଲେ। ସରକାର ଙ୍କ ତରଫରୁ ଯାଇଥିଲେ ନା ବିଜେଡି ତରଫରୁ ଯାଇଥିଲେ ତା ସ୍ପଷ୍ଟ କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏପ୍ରସାଙ୍ଗ ଉଠାଇ ସରକାରୀ ଦଳ ଓ ସରକାର ଙ୍କୁ ଟାର୍ଗେଟ କରିଥିଲେ। ଏନେଇ ମନ୍ତ୍ରୀ ଗୃହକୁ ଅବଗତ କରନ୍ତୁ ବୋଲି ସାଲୁଜା କହିଥିଲେ। ସେହିପରି ବରିଷ୍ଠ ବିଧାୟକ ଜୟନରାୟନ ମିଶ୍ର ମଧ୍ୟ ଏପ୍ରସାଙ୍ଗ ଉଠାଇଥିଲେ। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମନ୍ତ୍ରୀ ସୁଶାନ୍ତ ସିଂ କିପରି ଖୋଲା ମନ୍ତବ୍ୟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.