ETV Bharat / city

OPSC 2020 ପ୍ରିଲିମନାରୀ ପରୀକ୍ଷା ଆଡ଼ମିଟ କାର୍ଡ଼ରେ ତ୍ରୁଟି - odisha public service commission

ଓଡିଶା ପ୍ରଶାସନିକ ସେବା ୨୦୨୦ ପ୍ରିଲିମନାରୀ ପରୀକ୍ଷା ଆଡମିଟ କାର୍ଡରେ ତ୍ରୁଟି ଥିବା ଦେଖିବାକୁ ମିଳିଛି ଯାହା ପରୀକ୍ଷାର୍ଥୀଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

OPSC 2020 ପ୍ରିଲିମ ପରୀକ୍ଷା ଆଡ଼ମିଟ କାର୍ଡ଼ରେ ତ୍ରୁଟି

author img

By

Published : Aug 22, 2021, 8:28 AM IST

ଭୁବନେଶ୍ବର: ପିଲାଙ୍କ ଭବିଷ୍ୟତକୁ ନେଇ ଏକ ପ୍ରକାର ଖେଳ ଚାଲିଛି । ଦିନ ରାତି ଏକ କରି ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରାଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଓଡିଶା ପ୍ରଶାସନିକ ସେବା ୨୦୨୦ ପ୍ରିଲିମ ପରୀକ୍ଷା ଆଡମିଟ କାର୍ଡରେ ତ୍ରୁଟି ଥିବା ଦେଖିବାକୁ ମିଳିଛି । ଫଳରେ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଛି ।

OPSC 2020 ପ୍ରିଲିମ ପରୀକ୍ଷା ଆଡ଼ମିଟ କାର୍ଡ଼ରେ ତ୍ରୁଟି
OPSC 2020 ପ୍ରିଲିମ ପରୀକ୍ଷା ଆଡ଼ମିଟ କାର୍ଡ଼ରେ ତ୍ରୁଟି

ଆଡମିଟ କାର୍ଡରେ କେଉଁଥିରେ ପରୀକ୍ଷା ତାରିଖ ନାହିଁ ତ କେଉଁଥିରେ ପରୀକ୍ଷା କେନ୍ଦ୍ରର ନାଁ ନାହିଁ । ଏହା ସହ ଅନ୍ୟ ପଦବୀ ଲେଖାଥିବା ଆଡମିଟ କାର୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରଜତ କୁମାର ମିଶ୍ର ନାମକ ଜଣେ ଛାତ୍ର ଏ ନେଇ ଟ୍ବିଟ କରି ତ୍ରୁଟି ସମ୍ପର୍କରେ ଜଣାଇଥିଲେ । ଏହା ଓପିଏସସି ନଜରକୁ ଆସିବା ପରେ ଏହା ଏକ ଯାନ୍ତ୍ରିକ ତ୍ରୁଟି ଏବଂ ଏହି ତ୍ରୁଟିରେ ସୁଧାର ଆଣାଯିବ ବୋଲି ପ୍ରେସ ରିଲିଜ ଜରିଆରେ ଓପିଏସସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.