ETV Bharat / city

କାଲିଠାରୁ OJEE ୱେବ କାଉନସେଲିଂ ଆରମ୍ଭ - ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ସୋମବାରଠାରୁ ଆରମ୍ଭ ହେବାକୁଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । ଓଜେଇଇର ଅଫିସିଆଲ ୱେବସାଇଟ www.odishajee.nic.in ରେ ତଥ୍ୟ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

କାଲିଠାରୁ OJEE ୱେବ କାଉନସେଲିଂ ଆରମ୍ଭ
କାଲିଠାରୁ OJEE ୱେବ କାଉନସେଲିଂ ଆରମ୍ଭ
author img

By

Published : Oct 4, 2021, 9:27 PM IST

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech ଭଳି ୧୦ଟି ବିଭାଗ ପାଇଁ ହେବ କାଉନସେଲିଂ । ଅନ୍ୟ ପାଠ୍ୟକ୍ରମ ପାଇଁ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ।

କାଉନସେଲିଂ ନେଇ ଓଜେଇଇର ଅଫିସିଆଲ ୱେବସାଇଟ www.odishajee.nic.in ରେ ତଥ୍ୟ ଉପଲବ୍ଧ ହେବ । 10ଟି ବିଷୟରେ ଆରମ୍ଭ ହେବ କାଉନସେଲିଂ ।

ସେପ୍ଟେମ୍ବର ୨୯ରେ ପ୍ରକାଶ ପାଇଥିଲା OJEE ରେଜଲ୍ଟ । ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଥିଲା । ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଓଜେଇଇ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.