ETV Bharat / city

OdishaAssembly: 12 ବର୍ଷରେ 31 ଟି ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର

author img

By

Published : Jul 14, 2022, 6:16 PM IST

ବିଗତ 12 ବର୍ଷ ମଧ୍ୟରେ ରାଜ୍ୟ ସରକାର 31ଟି ନୂଆ ଯୋଜନା ଲାଗୁ କରିଛନ୍ତି । ବିଧାନସଭାରେ ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଗତ 12 ବର୍ଷରେ 31 ଟି ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ବିଗତ 12 ବର୍ଷ ମଧ୍ୟରେ ରାଜ୍ୟ ସରକାର 31ଟି ନୂଆ ଯୋଜନା ଲାଗୁ କରିଛନ୍ତି । ବିଧାନସଭାରେ ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏନେଇ ସୂଚନା ଦେଇଛନ୍ତି ।

ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ରାଜ୍ୟ ସରକାର 2010 ରୁ 2022 ମଧ୍ୟରେ 31 ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି । 2019 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ 2017 ଓ 2018 ମସିହାରେ ସର୍ବାଧିକ 16 ଟି ଯୋଜନା ଲାଗୁ କରିଛନ୍ତି ରାଜ୍ୟ ସରକାର ।

ତେବେ ଏହି 16 ଟି ଯୋଜନା ମଧ୍ୟରୁ କିଛି ଯୋଜନା 2019 ସାଧାରଣ ନିର୍ବାଚନ ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଉ କିଛି ଯୋଜନାର ସର୍ତ୍ତାବଳୀ ପରିବର୍ତ୍ତନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.