ETV Bharat / city

ପଠାଣି ସାମନ୍ତ ପ୍ଲାନେଟୋରିୟମରେ ବଢ଼ିଲା ଶୋ ସଂଖ୍ୟା

ନୂଆ ବର୍ଷର ଭିଡ଼କୁ ଆଖିରେ ଆଗରେ ରଖି ପଠାଣି ସାମନ୍ତ ପ୍ଲାନେଟୋରିୟମର ଶୋ ସଂଖ୍ୟା ବୃଦ୍ଧି କରାଯାଇଛି । ଅଧିକ ଖବର ପଢନ୍ତୁ...

author img

By

Published : Dec 28, 2019, 12:42 AM IST

bhubaneswar
ପଠାଣି ସାମନ୍ତ ପ୍ଲାନେଟୋରିୟମରେ ବଢ଼ିଲା ଶୋ ସଂଖ୍ୟା

ଭୁବନେଶ୍ବର: ନୂଆ ବର୍ଷର ଭିଡ଼କୁ ଆଖିରେ ରଖି ପଠାଣି ସାମନ୍ତ ପ୍ଲାନେଟୋରିୟମର ଶୋ ସଂଖ୍ୟା ବୃଦ୍ଧି କରାଯାଇଛି । ଦିନକୁ ପ୍ରାୟ 15ଟି ଶୋ ରଖାଯାଇଥିବା ବେଳେ ଶୋର ଅବଧି 25ରୁ 28 ମିନିଟ ପର୍ଯ୍ୟନ୍ତ ରହିଛି । ଦର୍ଶକମାନେ ଡିସେମ୍ବର ମାସ 20ରୁ ଆସନ୍ତା 2020 ଜାନୁଆରୀ 1 ପର୍ଯ୍ୟନ୍ତ ଏହି ଶୋ ଦେଖିପାରିବେ ବୋଲି ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ବାହାର ରାଜ୍ୟର ଦର୍ଶକ ମାନଙ୍କ ବୁଝିବା ପାଇଁ ଶୋ ଗୁଡିକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପ୍ରଦର୍ଶନ କରାଯାଉଛି । ଗତ ରବିବାର ଦିନ ପ୍ଲାନେଟୋରିୟମକୁ ସର୍ବାଧିକ 3 ହଜାର 337 ଜଣ ପର୍ଯ୍ୟଟକ ଆସିଥିବାର ସୂଚନା ମିଳିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପ୍ଲାନେଟରୀୟମ ରେ ବଢ଼ିଲା ଶୋ ର ସଂଖ୍ୟା।

ନୂଆ ବର୍ଷ ର ଭିଡ଼ କୁ ଦେଖି ପ୍ଲାନେଟରୀୟମ ରେ ବଢାଗାଲା ଶୋ ର ସଂଖ୍ୟା କୁ ବଢା ଯାଇଛି। ଡିସେମ୍ବର ମାସ 20 ରୁ ଆସନ୍ତା 2020 ଜାନୁଆରୀ 1 ପର୍ଯ୍ୟନ୍ତ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରୀୟମ ରେ ଏହି ଶୋ ଏ ମଜା ଉଠାଇ ପାରିବେ ପଯ୍ୟଟକ ବୋଲି ପ୍ଲାନେଟରୀୟମ ର ଉପ ନିର୍ଦେଶକ ସୂଚନା ଦେଇଛନ୍ତି। ଦିନ କୁ ପ୍ରାୟ 15 ଟି ଶୋ ରହିଥିବା ବେଳେ ଶୋ ର ଅବଧି 25 ରୁ 28 ମିନିଟ ପର୍ଯ୍ୟନ୍ତ ରହିଛି।ବାହାର ରାଜ୍ୟ ର ପଯ୍ୟଟକ ମାନେ ଶୋ କୁ ବୁଝି ପାରିବା ପାଇଁ ହିନ୍ଦୀ ଓ ଇଂରାଜୀ ଭାଷା ରେ ମଧ୍ୟ ରଖାଯାଇଛି। ଗତ ରବିବାର ଦିନ ସର୍ବାଧିକ 3337 ଜଣ ପର୍ଯ୍ୟଟନ ଆସି ଥିବାର ମଧ୍ୟ ସୂଚନା ମିଳିଛି।

ବାଇଟ ଶୁଭେନ୍ଦୁ ପଟନାୟକ
ଉପନିର୍ଦେଶକ

Body:ପ୍ଲାନେଟରୀୟମ ରେ ବଢ଼ିଲା ଶୋ ର ସଂଖ୍ୟା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.