ETV Bharat / city

ଡିସେମ୍ବରରେ 75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ - ସରକାରୀ ଦପ୍ତର

75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଦପ୍ତର। ତେବେ କେଉଁ କର୍ମଚାରୀ କେଉଁ ସମୟରେ ଆସିବେ ତାର ସମୟ ଧାର୍ଯ୍ୟ କରିବେ ଉପରିସ୍ଥ ଅଧିକାରୀ। ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଡିସେମ୍ବରରେ  75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ

author img

By

Published : Nov 28, 2020, 7:16 PM IST

ଭୁବନେଶ୍ବର: ଡିସେମ୍ବର ମାସ ପାଇଁ ଆସିଛି ସରକାରୀ ଗାଇଡଲାଇନ। ଧିରେ ଧିରେ କୋଭିଡ ସ୍ଥିତି ସ୍ବଭାବିକ ହୋଇଥିବାରୁ 75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଦପ୍ତର।

ଡିସେମ୍ବରରେ  75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ
ଡିସେମ୍ବରରେ 75 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ

ତେବେ କେଉଁ କର୍ମଚାରୀ କେଉଁ ସମୟରେ ଆସିବେ ତାର ସମୟ ଧାର୍ଯ୍ୟ କରିବେ ଉପରିସ୍ଥ ଅଧିକାରୀ। ଏଥିସହିତ କୋଭିଡ ନିୟମ ପାଳନ କରି ଏହି ଅଫିସ ସବୁ ଚାଲିବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଥାଉକି, ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ବୋଲି ଗତକାଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.