ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 561 କୋରୋନା ଆକ୍ରାନ୍ତ - Health & Family Welfare Department

ରାଜ୍ୟରୁ ଆଜି ଦିନକରେ 561 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 4 ହଜାର 164ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 561 କୋରୋନା ଆକ୍ରାନ୍ତ

author img

By

Published : Sep 15, 2021, 7:32 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 561 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 191 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 4ହଜାର 164ଜଣ ସୁସ୍ଥ ହୋଇଛନ୍ତି ।

  • Another 561 Covid patients have recovered and are being discharged on 15.09.2021

    191 from Khordha
    86 from Cuttack
    30 from Baleswar
    30 from Jajapur
    22 from Mayurbhanj
    21 from Kendrapara
    20 from Jagatsinghpur
    18 from Puri
    16 from Bhadrak
    10 from Dhenkanal
    9 from Bargarh

    — H & FW Dept Odisha (@HFWOdisha) September 15, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୮୬, ପୁରୀରୁ ୧୮, ଅନୁଗୋଳରୁ ୫, ବରଗଡ଼ରୁ ୯, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୨୨, ରାୟଗଡ଼ାରୁ ୮, ଗଞ୍ଜାମରୁ ୪, ଢେଙ୍କାନାଳରୁ ୧୦, କେନ୍ଦୁଝରରୁ ୭, ନୟାଗଡ଼ରୁ ୨, ଜଗତସିଂହପୁରରୁ ୨୦, ଝାରସୁଗୁଡାରୁ ୨, କୋରାପୁଟରୁ ୩, ବାଲେଶ୍ବରରୁ ୩୦, ଭଦ୍ରକରୁ ୧୬, ଦେବଗଡ଼ରୁ ୧, ସୁନ୍ଦରଗଡରୁ ୯, ସୋନପୁରରୁ ୨, ସମ୍ବଲପୁରରୁ ୭ ଓ ଷ୍ଟେଟ୍‌ ପୁଲ୍‌ରୁ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1004164

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.