ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 1032 ଆକ୍ରାନ୍ତ - Corona Infected

ରାଜ୍ୟରୁ ଦିନକରେ 1032 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 86 ହଜାର 334ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଆଜି ରାଜ୍ୟରୁ ସୁସ୍ଥ ହେଲେ 1032 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 1032 କୋରୋନା ଆକ୍ରାନ୍ତ
author img

By

Published : Aug 23, 2021, 6:48 PM IST

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ସୋମବାର) ରାଜ୍ୟରେ 1032 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 393 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 86 ହଜାର 334 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • Another 1032 Covid patients have recovered and are being discharged on 23.08.2021

    393 from Khordha
    134 from Cuttack
    66 from Baleswar
    41 from Jagatsinghpur
    39 from Sambalpur
    37 from Mayurbhanj
    30 from Anugul
    23 from Jajapur
    23 from Puri
    23 from Sundargarh
    22 from Kendrapara

    — H & FW Dept Odisha (@HFWOdisha) August 23, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୧୩୪, ପୁରୀରୁ ୨୩,ଅନୁଗୋଳରୁ ୩୦, ବଲାଙ୍ଗୀରରୁ ୨, ବରଗଡ଼ରୁ ୧୦, ସମ୍ବଲପୁରରୁ ୩୯, ଯାଜପୁରରୁ ୨୩, କଳାହାଣ୍ଡିରୁ ୭, ମୟୂରଭଞ୍ଜରୁ ୩୭, ରାୟଗଡ଼ାରୁ ୯, ଗଞ୍ଜାମରୁ ୫, କେନ୍ଦୁଝରରୁ ୫, ନୟାଗଡ଼ରୁ ୧୯, ଜଗତସିଂହପୁରରୁ ୪୧, କୋରାପୁଟରୁ ୨, ବାଲେଶ୍ବରରୁ ୬୬, ଭଦ୍ରକରୁ ୨୦, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୫, ସୁନ୍ଦରଗଡରୁ ୨୩, ନୂଆପଡାରୁ ୬, କନ୍ଧମାଳରୁ ୫, ମାଲକାନଗିରିରୁ ୩, ବୌଦ୍ଧରୁ ୩ ଓ ଷ୍ଟେଟ୍‌ ପୁଲ୍‌ରୁ ୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.