ETV Bharat / city

‘3ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ’ - ଟ୍ରାଫିକ ଡିସିପି

ନିୟମ କୋହଳ କରିଛ । ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ । ତୁରନ୍ତ ଜଣାଅ । ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନନେଶ୍ବର
author img

By

Published : Sep 21, 2019, 11:02 PM IST

ଭୁବନେଶ୍ବର: ଦେଶରେ ଚଳିତ ମାସରୁ କାର୍ଯ୍ୟକାରୀ ହୋଇଛି ନୂଆ ମଟର ଯାନ ଆଇନ । ବୃଦ୍ଧି ପାଉଥିବା ଦୁର୍ଘଟଣା ସହ ଧନ ଜୀବନକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନ ପ୍ରଚଳନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହାକୁ ତୁରନ୍ତ ଲାଗୁ କରିଥିଲେ । ହେଲେ ମୋଟା ଅଙ୍କର ଫାଇନ ସହ ଲୋକଙ୍କୁ ବିନା ସଚେତନରେ ଏହି ଆଇନ ଲାଗୁ ହୋଇଥିବାରୁ ସାଧାରଣ ଲୋକେ ଏହାର କଡା ଜବାଜ ଦେଇଥିଲେ । ଫଳରେ ସରକାର ଚାପରେ ଆସି ଆଇନକୁ 3ମାସ କୋହଳ କରିଛନ୍ତି ।

VIDEO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନନେଶ୍ବର

ହେଲେ ସରକାରଙ୍କୁ ଏବେ ମହଙ୍ଗା ପଡିପାରେ ଆଇନ କୋହଳ କରିଥିବାରୁ । ରାଜ୍ୟ ମାନବାଧିକାର କମିଶନ ଏନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି । ମାନବାଧିକାର କମିଶନ କହିଛନ୍ତି ଯଦି ଏହି 3ମାସ ମଧ୍ୟରେ ରାଜ୍ୟରେ କୌଣସି ଦୁର୍ଘଟଣା ଘଟେ କିଏ ଦାୟୀ ରହିବେ ? କମିଶନ ପ୍ରଶ୍ନ କରିଛନ୍ତି ଅଭ୍ୟାସ ଗତ ଭାବେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବିଭିନ୍ନ ଗାଡିର ମଧ୍ୟ ନିୟମିତ ଯାଞ୍ଚ ହେଉନି । ଖାଲି ଏତିକି ନୁହେଁ ଟ୍ରାଫିକ କର୍ମଚାରୀ ଓ ଜନତା ମଧ୍ୟରେ ଆକ୍ରଶମୂଳକ ଲଢେଇ ମଧ୍ୟ ହେଉଛି ।

ତେଣୁ ଏହି 3ମାସ ମଧ୍ୟରେ ଯଦି ଦୁର୍ଘଟଣା ଘଟେ କିଏ କ୍ଷତିପୂରଣ ଦେବ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଟ୍ରାଫିକ ଡିସିପି ଓ କଟକ ଭୁବନେଶ୍ବର ଆରଟିଓ ଙ୍କୁ ରିପୋର୍ଟ ତଲବ କରିଛନ୍ତି କମିଶନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନୂଆ ମଟର ଯାନ ଆଇନ କୋହଳ ପ୍ରସଙ୍ଗ, ସରକାରଙ୍କୁ ପ୍ରଶ୍ନ କଲେ ରାଜ୍ୟ ମାନବ ଅଧିକାର

ରାଜ୍ୟରେ ନୂଆ ମୋଟର ଯାନ ଆଇନ ପ୍ରସଙ୍ଗ। ସରକାରଙ୍କ ଆଭିମୁଖ୍ୟ ନେଇ ଟ୍ରାଫିକ ଡିସିପି ଓ କଟକ ଭୁବନେଶ୍ୱର ଆରଟିଓ ଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏନେଇ ନୂଆ ଆଇନ ୩ ମାସ କୋହଲ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବ ଆଧିକାର କମିଶନ। ୩ ମାସ ଭିତରେ ଦ୍ରୁଘଟଣା ହେଲେ କିଏ ଦାୟୀ ରହିବ ବୋଲି କହିଛି ରାଜ୍ୟ ମାନବ ଅଧିକାର କମିଶନ।

Body:

ଟ୍ରାଫିକ ୩ ମାସ କୋହଲ ନେଇ ସରକାରଙ୍କ ପଦକ୍ଷପକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବ ଅଧିକାର କମିଶନ। ଯଦି ଏହି ସମୟ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ କିଏ ଦାୟି ହେବ? ଲାଇସେନ୍ସ, ବୀମା ନଥିବା ବ୍ୟକ୍ତି ୩ ମାସ ଗାଡି ଚଳାଇ ପାରିବେ କି? କିଛି କାଗଜ ପତ୍ର ନଥିବା ଗାଡି ଦୁର୍ଘଟଣା ଘଟାଇଲେ ଏହାର କ୍ଷତିପୂରଣ କିଏ ଦେବ ବୋଲି ରାଜ୍ୟ ମାନବ ଅଧିକାର କମିଶନ ପ୍ରଶ୍ନ କରିଛନ୍ତି।
ଏହା ଉପରେ କମିଶନ ପ୍ରଶ୍ନ କରିଛନ୍ତି ଯେ, ଅଭ୍ୟାସଗାତ ଆଇନ ଉଲ୍ଲଘଂନକାରୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ପୂର୍ବ ଭଳି ଦୁର୍ଘଟଣା ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ଦାୟିତ୍ୱ ରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଘଂନକାରୀଙ୍କ ଆକ୍ରୋସର ସିକାର ହେବାକୁ ପଡୁଛି। ଦୁର୍ଘଟଣାରେ ଯେଉଇଁ ଧନଜୀବନ ନଷ୍ଟ ହେଉଛି ସେଥିପାଇଁ କିଏ ଦାୟୀ ରହିବ ବୋଲି କମିଶନ କହିଛନ୍ତି। ସ୍କୁଲ ପିଲାଙ୍କର ନିୟମିତ ବହନ କରୁଥିବା ଗାଡିର ନିୟମିତ ଯାଂଚ କରାଯାଉଛି କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବ ଅଧିକାର କମିଶନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.