ETV Bharat / city

ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା'

ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା' । ବିଏମସିରେ ପୁଅ ପାଇଁ ମା'ର ଆକୁଳ ନିବେଦନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅରବିନ୍ଦ ନଗର ବସ୍ତିର ବାସନ୍ତୀ ନାୟକ ପୁଅ ରଞ୍ଜିତ ଚିକିତ୍ସା ପାଇଁ ମଙ୍ଗଳବାର ବିଏମସିର ଦ୍ୱାରସ୍ଥ ହୋଇଛନ୍ତି ।

ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା'
ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା'
author img

By

Published : Sep 22, 2020, 8:12 PM IST

ଭୁବନେଶ୍ବର: ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା' । ବିଏମସିରେ ପୁଅ ପାଇଁ ମା'ର ଆକୁଳ ନିବେଦନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅରବିନ୍ଦ ନଗର ବସ୍ତିର ବାସନ୍ତୀ ନାୟକ ପୁଅ ରଞ୍ଜିତ ଚିକିତ୍ସା ପାଇଁ ମଙ୍ଗଳବାର ବିଏମସିର ଦ୍ୱାରସ୍ଥ ହୋଇଛନ୍ତି ।

ମା' ବାସନ୍ତୀର ନିବେଦନ ମୋ ପୁଅର କିମ୍ସ ମେଡ଼ିକାଲରେ ଭଲ ଚିକିତ୍ସା ପାଇଁ ବିଏମସି କମିଶନର ସହାୟତା କରନ୍ତୁ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମା' ବାସନ୍ତୀ ବିଏମସିରେ ଦାବି କରିଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ବାସନ୍ତୀ ଏତଲା ଦେଇଛନ୍ତି ।

ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା'

ସୂଚନା ଥାଉ କି ମୋବାଇଲ ଚୋରିରୁ ଭୁଜାଲି ମାଡରେ ରଞ୍ଜିତ ନାୟକ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ଯାଇଥିଲେ ମଧ୍ୟ କେହି ଆଡ଼ମିଟ ନକରିବାରୁ ଶେଷରେ ରଞ୍ଜିତ ନାୟକକୁ କିମ୍ସ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.