ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମର ସ୍କାଏ ୱାଲକରେ ଲାଗିଲା ନିଆଁ - ସଟ ସର୍କିଟ ଯୋଗୁଁ କଳିଙ୍ଗ ଷ୍ଟାଡିଅମରେ ଲାଗିଲା ନିଆଁ

ସଟ ସର୍କିଟ ଯୋଗୁଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ସ୍କାଏ ୱାଲକ ୧ ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସେପଟେ ଆଜି ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଖୋ ଖୋ ଟିମକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ

author img

By

Published : Aug 1, 2022, 7:05 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଷ୍ଟାଡିୟମର ସ୍କାଏ ୱାଲକ ୧ ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସର୍ଟ ସର୍କିଟ ଯୋଗୁଁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ

ସଟ ସର୍କିଟ ଯୋଗୁଁ କଳିଙ୍ଗ ଷ୍ଟାଡିୟମର ସ୍କାଏ ୱାଲକ ୧ ରେ ନିଆଁ ଲାଗି ଯାଇଥିଲା । ଆଜି ଦିନ ୧୧ଟା ସମୟରେ ନିଆଁ ଲାଗିଥିବା ସୁଚନା ମିଳିଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସେପଟେ ଆଜି(ସୋମବାର) ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିବେ । ଷ୍ଟାଡିୟମରେ ଖୋଖୋ ଟିମକୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.