ଭୁବନେଶ୍ବର: ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ 50 ପ୍ରତିଶତ କର୍ମଚାରୀ ନେଇ ଚାଲିବ । ତେବେ ଘରେ ବସି କାମ ବି ହେବ । ସବୁ ଶନିବାର ଛୁଟି ରହିବ । ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନହୁଏ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି ।
![50 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି](https://etvbharatimages.akamaized.net/etvbharat/prod-images/od-bbs-5-functiiningofgovtoffice-avo-7205239_31072020182846_3107f_1596200326_453.png)
ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁୂବନେଶ୍ବରରୁ ଜ୍ଞାନଦର୍ଶୀ ସହୁ, ଇଟିଭି ଭାରତ