ଭୁବନେଶ୍ବର: ରାଜ୍ୟରେ ଡ୍ରାଇଭ୍-ଇନ୍ ଟୀକାକରଣ ବନ୍ଦ । ଡ୍ରାଇଭ୍-ଇନ୍ ଟୀକାକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି । ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଏସସିଏସ୍ ପ୍ରଦୀପ୍ତ ମହାପାତ୍ର ।
![ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ](https://etvbharatimages.akamaized.net/etvbharat/prod-images/od-bbsr-10-drive-in-stoped-7209787_19052021194038_1905f_1621433438_363.jpg)
ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ