ETV Bharat / city

ଏଣିକି ଭୁବନେଶ୍ବରରୁ ଉଡିପାରିବେ ଦୁବାଇ, ଚିଠି ଲେଖିଲେ ଧର୍ମେନ୍ଦ୍ର - ଭୁବନେଶ୍ବର-ଦୁବାଇ ବିମାନ ଉଡାଣ

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ସିଧାସଳଖ ବିମାନ ଉଡାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ଏସ ପୁରୀଙ୍କୁ ଚିଠି ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 18, 2019, 5:33 PM IST

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ସଳଖ ଦୁବାଇକୁ ବିମାନ ଉଡାଣ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ଏସ ପୁରୀଙ୍କୁ ଚିଠି ଲେଖିଛନ୍ତି ।

dharmendra pradhan
ଫଟୋ ସୌଜନ୍ୟ: ଏଏନଆଇ

ଓଡିଶାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ କେବଳ ବ୍ୟାଂକକ ସହ ସିଧାସଳଖ ବିମାନସେବା ରହିଛି । ଏହା ସହିତ ଦୁବାଇ ସହିତ ସିଧାସଳଖ ବିମାନ ଯାତ୍ରା ପାଇଁ ବହୁ ଦିନରୁ ଦାବି କରାଯାଉଛି ବୋଲି ଧର୍ମେନ୍ଦ୍ର ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।

dharmendra pradhan
ଫଟୋ ସୌଜନ୍ୟ: ଏଏନଆଇ

ୟୁଏଇର ବିଭିନ୍ନ ଭାଗରେ 15 ହଜାରରୁ ଉର୍ଦ୍ଧ୍ବ ଓଡିଆ ଲୋକ ବାସ ରହିଛନ୍ତି । ସେମାନେ ଓଡିଶାକୁ ଫେରିବା ବେଳେ ବିଭିନ୍ନ ବିମାନବନ୍ଦର ଦେଇ ଆସିବାକୁ ପଡୁଛି । ଏହା ଛଡା ଭୁବନେଶ୍ବର ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବେଶ ପାରଦର୍ଶିତା ହାସଲ କରିଛି । ଏହି ବିମାନ ଚଳାଚଳ ଓଡିଶାର ପ୍ରଗତି କ୍ଷେତ୍ରରେ ବେଶ ସହାୟକ ହେବ । ତେଣୁ ବିମାନ ଚଳାଚଳ ପାଇଁ ବିଭାଗୀୟ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.