ETV Bharat / city

ଓଡିଶାବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

author img

By

Published : Jan 26, 2021, 9:04 AM IST

Updated : Jan 26, 2021, 11:15 AM IST

ଓଡିଶାବାସୀଙ୍କୁ  ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

11:08 January 26

ପଦ୍ମଶ୍ରୀ ସଦୁର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ 72ତମ ସାଧାରାଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।

11:04 January 26

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଟ୍ବିଟ କରି ବୀର ଯବାନ ଓ ସମସ୍ତ ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।

cm-naveen-greets-pepople-on-72th-republic-day
ମନ୍ତ୍ରୀ ଟୁକୁନି ସାହୁଙ୍କ ଟ୍ବିଟ

10:56 January 26

ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ଜଣାଇଲେ ଗଣତନ୍ତ୍ର ଦିବସର ଅଭିନନ୍ଦନ

  • Hon'ble Governor wishes everyone a Happy #RepublicDay .

    'Let us realize the vision of our constitution-makers & freedom fighters and promise to strive for justice,liberty, freedom & equal rights for every Indian and for peace & unity among us all,' observed Hon'ble Governor. pic.twitter.com/a320NAqxtQ

    — Governor Odisha (@GovernorOdisha) January 26, 2021 " class="align-text-top noRightClick twitterSection" data=" ">

ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଆମର ସମ୍ବିଧାନ ନିର୍ମାତା ଓ ସ୍ବାଧୀନତା ସଂଗ୍ରାମୀଙ୍କ ଦୃଷ୍ଟିକୋଣକୁ ଅନୁଭବ କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନ୍ୟାୟ, ସ୍ବାଧୀନତା, ସମାନ ଅଧିକାର ପାଇଁ ଉଦ୍ୟମ କରିବା ସହ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ପ୍ରତିଜ୍ଞା କରିବା ।     

10:38 January 26

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସମସ୍ତ ଦେଶବାସୀଙ୍କୁ 72ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍ଟ ଟ୍ବିଟ

09:55 January 26

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଜଣାଇଲେ ଗଣତନ୍ତ୍ର ଦିବସର ଅଭିନନ୍ଦନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଟ୍ବିଟ କରି ସମସ୍ତ ଦେଶବାସୀଙ୍କୁ 72ତମ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । 

07:42 January 26

'ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା'

  • ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସଭିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା।

    Let us reaffirm our pledge to uphold the ideals enshrined in our Constitution on this #RepublicDay and work for a strong #Odisha. pic.twitter.com/ZgGi6AjJUD

    — Naveen Patnaik (@Naveen_Odisha) January 26, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବର: ଆଜି ଦେଶ ପାଳୁଛି  72 ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା ।  

Last Updated : Jan 26, 2021, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.