ETV Bharat / city

ବିଜେପି ଓ ବିଜେଡି ଭାଇ-ଭାଇ ଚର୍ଚ୍ଚାକୁ ବିଜେପିର ଖଣ୍ଡନ - ବିଜେଡି ସହ ସମ୍ପର୍କକୁ ଖଣ୍ଡନ

ରାଜ୍ୟରେ ଶାସକ ବିଜେଡି ଓ ବିଜେପି ଭାଇ-ଭାଇ ଚର୍ଚ୍ଚାକୁ ବିଜେପିର ଖଣ୍ଡନ । ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ମଧ୍ୟରେ କଦାପି ଭିତିରିଆ ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢିଛି ଦଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 12, 2019, 3:28 PM IST

ଭୁବନେଶ୍ବର: ରାଜ୍ୟରେ ବିଜେପି- ବିଜେଡି ମଧ୍ୟରେ ଥିବା ଘନିଷ୍ଠତାକୁ ନେଇ ଚାଲିଛି ଚର୍ଚ୍ଚା । ଉଭୟେ ଦଳ ଭାଇ ଭାଇ ବୋଲି ଚର୍ଚ୍ଚା ହେବା ପରେ ଏହାକୁ ଖଣ୍ଡନ କରିଛି ବିଜେପି । ଦଳ କହିଛି, ଶାସକ ଦଳର ବିରୋଧରେ ସବୁଠୁ ବଡ ବିରୋଧି ଦଳ ହେଉଛି ବିଜେପି । ଉଭୟ ଦଳ ମଧ୍ୟରେ କଦାପି ଭିତିରିଆ ସମ୍ପର୍କ ନାହିଁ । ବାହାରେ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛି ଦଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଏଭଳି ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଜମାରୁ ବି ପଛାଇ ନଥିଲା ଦଳ । କେନ୍ଦ୍ରର ଯୋଜନାକୁ ନିଜ ଯୋଜନା ବୋଲି କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର ବୋଲି ଦଳ ଅଭିଯୋଗ କରିଛି । ତେବେ ନିକଟରେ ଦୁଇ ଦଳ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଉଭୟେ ଭାଇ-ଭାଇ ବୋଲି ଚର୍ଚ୍ଚା ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛି ଦଳ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.