ETV Bharat / city

ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ - ଭୁବନେଶ୍ବର

ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା। ଶୁକ୍ରବାର ବାଚସ୍ପତି ଦେଇଥିବା ରୁଲିଂ କୁ ବିରୋଧ କରି ଏହି ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଥିଲା। ପୋଡିୟମ ସମ୍ମୁଖରେ ବିଧାୟକ ହୋହଲ୍ଲା କରିପାରିବେ ନାହିଁ ବୋଲି ରୁଲିଂ ଦେଇଥିଲେ ବାଚସ୍ପତି। ଅଧିକ ଖବର ପଢନ୍ତୁ...

ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

author img

By

Published : Feb 15, 2020, 12:20 PM IST

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା। ଶୁକ୍ରବାର ବାଚସ୍ପତି ଦେଇଥିବା ରୁଲିଂ କୁ ବିରୋଧ କରି ଏହି ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଥିଲା। ପୋଡିୟମ ସମ୍ମୁଖରେ ବିଧାୟକ ହୋହଲ୍ଲା କରିପାରିବେ ନାହିଁ ବୋଲି ରୁଲିଂ ଦେଇଥିଲେ ବାଚସ୍ପତି । ଏହାକୁ ମଧ୍ୟ ଗଣମାଧ୍ୟମ ଖବର ପ୍ରକାଶ କରିପାରିବେ ନାହିଁ ବୋଲି କହିଥିଲେ । ଫଳରେ ଅପରାହ୍ନ 3ଟାଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।

ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ

ବାଚସ୍ପତି ଦେଇଥିବା ରୁଲିଂ ପ୍ରତ୍ୟାହାର କରନ୍ତୁ ଦାବି କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ ବିଜେଡି ବିଧାୟକ ଏହାର ଉତ୍ତରରେ "ସାଢେ 4 କୋଟି ଲୋକ ଆମ କାର୍ଯ୍ୟକ୍ରମ ଦେଖିବାକୁ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାର ସବୁ ଉତ୍ତର ଦେବାକୁ ବଦ୍ଧପରିକର। ମୋର ସବୁ ଦଳ ବିଧାୟକଙ୍କୁ ଅନୁରୋଧ, ମହତ ବିଧାନସଭାକୁ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଦିଆଯାଉ"।

ଗଣମାଧ୍ୟମ ଓ ବାଚସ୍ପତି ଦୁଇଟି ଶକ୍ତି । ବାହାରେ ଗଣମାଧ୍ୟମକୁ ଚ୍ୟାଲେଞ୍ଜ କରିବା ଭିନ୍ନ କଥା। ହେଲେ ବିଧାନସଭାର ରୁଲସ ଓ କାର୍ଯ୍ୟ ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ବାଚସ୍ପତିଙ୍କ ଗୁରୁ ଦାୟିତ୍ବ ବୋଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.