ଭୁବନେଶ୍ବର: ପରୀ ପ୍ରସଙ୍ଗକୁ ନେଇ ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ବିଭାଗ ଏସଆଇଟି ତଦନ୍ତ ପାଇଁ ନୋଟିଫିକେସନ ଦେବ ବୋଲି ବିକ୍ରମ ଆରୁଖ କହିଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନେଇ ଘୋଷଣା ପରେ ବିରୋଧୀ ସନ୍ଦେହରେ ଥିଲେ । ସେନେଇ ଆଜି ସଷ୍ଟୀକରଣ ଦେଇଛନ୍ତି । ଏହସହ ବିରୋଧୀଙ୍କ ହୋ ହଲ୍ଲା ଜାରି ରହିବା ସ୍ଵତ୍ତ୍ବେ ବାଚସ୍ପତି ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ରଖିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ