ETV Bharat / city

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ

author img

By

Published : Nov 19, 2019, 1:35 AM IST

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା । ଆସନ୍ତା ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ତିନି ଜଣିଆ ଡାକ୍ତର କମିଟି ମଧ୍ୟ ଗଠନ ହୋଇଛି ।

ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ପ୍ରସୂତିଙ୍କ ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା,ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହସ୍ପିଟାଲ କର୍ତ୍ତୃପକ୍ଷ । ଗଠନ ହେଲା 3ଜଣିଆ ଡାକ୍ତର କମିଟି ।

ତେବେ ଏନେଇ ଏକ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମହିଳା । ଏହି ଅଭିଯୋଗକୁ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହାସହ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ତିନି ଜଣିଆ ଡାକ୍ତର କମିଟି ମଧ୍ୟ ଗଠନ ହୋଇଛି ।

ଏହାସହ ଯେଉଁ ଡାକ୍ତର ଏବଂ ନର୍ସ ସେଦିନ ଡ୍ୟୁଟିରେ ରହିଥିଲେ ସେମାନଙ୍କୁ ଆସନ୍ତା ଦୁଇଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଡାଇରେକ୍ଟର ।

ଅନ୍ୟପଟେ ଡାଇରେକ୍ଟର କହିଛନ୍ତି ଯେ, ରିପୋର୍ଟ ଆସିବା ପରେ ଏଥିରେ ଅବହେଳା କରିଥିବା ସମସ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଠାରେ ସୂଚନାଯୋଗ୍ୟ, ନଭେମ୍ବର 7 ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ଅନ୍ୟପଟେ ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ, ମହିଳାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହାପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଉଚିତ୍‌ ସେବା ଯୋଗାଇ ନଦେଇ 48 ଘଣ୍ଟା ପରେ ଡିସଚାର୍ଜ କରିଦେଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଯନ୍ତ୍ରଣା ବଢିବା ସହ ସପ୍ତାହେ ପରେ ପରିସ୍ରା ନଳୀ ପଟେ ଗଜ୍‌ କପଡା ଓ ଗ୍ଲୋବସ୍‌ ବାହାରିଥିବାର ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପ୍ରସୂତି ଦେହରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣା,ରିପୋର୍ଟ ଦେବାକୁ ନିର୍ଦେଶ, ଗଠନ ହେଲା 3ଜଣିଆ କମିଟି।

ହସ୍ପିଟାଲରେ ପ୍ରସୂତି ହେବାର ସପ୍ତାହ ମଧ୍ୟରେ ଦେହରୁ ବାହାରୁଛି ଗଜ ଓ ଗ୍ଲୋବସ। ସେନେଇ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମହିଳା। କେଉଁ ପରିସ୍ଥିତିରେ ବିନା ଚେକଅଫ ରେ ଛାଡିଲେ। ଏହି ଅଭିଯୋଗକୁ ଭିତି କରି ତଦନ୍ତ ଆରମ୍ଭ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଗଠନ ହେଲା ତିନି ଜଣିଆ ଡାକ୍ତର କମିଟି।

Body:
ଜଣେ ପ୍ରସୂତି ର ଏକ ସପ୍ତାହ ପରେ ବାହାରୁଛି ଗଜ ଓ ଗ୍ଲୋବସ। ମହିଳାଙ୍କ ଅଭିଯୋଗ ପରେ ଆକ୍ସନ ମୁଡ ରେ ହସ୍ପିଟାଲର କତ୍ତୃପକ୍ଷ।
ଏନେଇ ଏକ 3 ଜଣିଆ ଡାକ୍ତରୀ ଟିମ ଗଠନ ହେବା ସହ ଯେଉଁ ଡାକ୍ତର କି ନର୍ସ ସେହି ଦିନ ଡିୟୁଟି ରେ ରହିଥିଲେ ସେମାଙ୍କୁ ଆସନ୍ତା ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ରହିଛି। ରିପୋର୍ଟ ପରେ ହସ୍ପିଟାଲର କତ୍ତୃପକ୍ଷ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଡ଼ାଇରେକ୍ଟର। ଅନ୍ୟ ପଟେ ଡ଼ାଇରେକ୍ଟର କହିଛନ୍ତି ଯେ ଏହା ଡାକ୍ତର କି ନର୍ସ ଙ୍କ କାମ। ଯେତେବେଲେ ଜଣେ ରୋଗୀ ଡିସଚାର୍ଜ ହେଉଛି ତାକୁ ତନଖି କରି ଚେକଅଫ କରିବା କଥା। ଏଥିରେ ଅବହେଳା କରିଛନ୍ତି। ଏନେଇ କଡା କାର୍ଯ୍ୟାନୁଷ୍ଠାନ କରାଯିବ।

ସୂଚନା ଅନୁଯାୟୀ, ନଭେମ୍ବର ୭ ତାରିଖରେ ଫୁଲବାଣୀରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ୭୦୦ ଟଙ୍କା ନର୍ସ ମାଗିବାରୁ ମନା କରିଥିଲେ ଉକ୍ତ ମହିଳା। ତେବେ ମହିଳାଙ୍କୁ ନା କଲେ ଠିକ ସେ ଚିକିତ୍ସା ନା ବ୍ୟବହାର। ଦୁଇ ଦିନ ପରେ ମହିଳା ଙ୍କୁ ବିନା ଚେକଅଫ ରେ ଡିସଚାର୍ଜ କରିଦେଲେ ଡାକ୍ତର। ହସପିଟାଲରୁ ଆସିବାର ଦୁଇ ଦିନ ପରେ ଦେହରୁ ଗଜ ଓ ଗ୍ଲୋବସ ବାହାରିଥିଲା। ଯାହା ହସ୍ପିଟାଲରେ ଦେଖେଇବା ପରେ ବି ଆଉ ଦୁଇଟି ଗଜ ବାହାରିଥିଲା ଦେହ ମଧ୍ୟରୁ। ଏନେଇ ନମ୍ୱଭେମ୍ବର ୧୬ ତାରିଖରେ ଚିକିତ୍ସା ରେ ଅବହେଳା କରିଥିବା ଡାକ୍ତର ଓ ନର୍ସ ଙ୍କ ନାମରେ ଅଭିଯୋଗ କରିଥିଲେ ଉକ୍ତ ମହିଳା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.