ETV Bharat / city

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 334 ଆକ୍ରାନ୍ତ ଚିହ୍ନଟ - odisha corona test update

ଶନିବାର 334 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 28 ହଜାର 201ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Dec 26, 2020, 12:08 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି କ୍ରମରେ ଶନିବାର 334 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 28 ହଜାର 201ରେ ପହଞ୍ଚିଛି ।

ଶନିବାର ଚିହ୍ନଟ ହୋଇଥିବା 334 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱେରାଣ୍ଟାଇନରୁ 194 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 140 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରେ 23, ବାଲେଶ୍ୱରରେ 18, ବରଗଡରେ 10, ଭଦ୍ରକରେ 10, ବଲାଙ୍ଗୀରରେ 27, କଟକରେ 26, ଗଞ୍ଜାମରେ 5, ଜଗତସିଂହପୁରରେ 3, ଯାଜପୁରରେ 13, ଝରସୁଗୁଡ଼ାରେ 14, କଳାହାଣ୍ଡିରେ 5 , କେନ୍ଦ୍ରାପଡାରେ 16, କେନ୍ଦୁଝରରେ 5, ଖୋର୍ଦ୍ଧାରେ 30, ମୟୂରଭଞ୍ଜରେ 20, ନୂଆପଡାରେ 13, ପୁରୀରେ 1, ସମ୍ବଲପୁରରେ 30, ସୁନ୍ଦରଗଡରେ 40, ସୋନପୁରରେ 1, ରାୟଗଡାରେ 9, ନୟାଗଡରେ 1 ଷ୍ଟେଟ ପୋଲରେ 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 23 ହଜାର 378 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 2989 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ରାଜ୍ୟରେ ଏଯାବତ୍ 67,99,952 କୋରୋନା ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.