ETV Bharat / city

ଛତିଶଗଡର 3 ହାର୍ଡକୋର ମାଓବାଦୀ ଓଡ଼ିଶାରେ ଆତ୍ମସମର୍ପଣ, କରୁଥିଲେ ବଡ଼ ଧରଣର ମାଓ ହମଲା ଷଡଯନ୍ତ୍ର !

author img

By

Published : Aug 16, 2021, 4:04 PM IST

Updated : Aug 16, 2021, 5:48 PM IST

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ
ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

17:45 August 16

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ
ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

17:45 August 16

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ
ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

17:45 August 16

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ
ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

15:55 August 16

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ । ପ୍ରେସମିଟରେ ସୂଚନା ଦେଲେ ପୋଲିସ ଡିଜି । ଅଧିକ ପଢନ୍ତୁ...

ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ

ଭୁବନେଶ୍ବର: ଭୁବନେଶ୍ବର: ଆତ୍ମସମର୍ପଣ କଲେ 3 ହାର୍ଡକୋର ମାଓବାଦୀ। ଛତିଶଗଡ କ୍ୟାଡରର 3 ହାର୍ଡକୋର ମାଓବାଦୀ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ପୋଲିସ ଡିଜି ଅଭୟ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଡିଜିପିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା 3 ମାଓବାଦୀ କନ୍ଧମାଳ ସୀମାନ୍ତରେ ସକ୍ରିୟ ଥିବାବେଳେ ଦୁଇ ଜଣ ଏରିଆ କମାଣ୍ଡର ମଧ୍ୟ ରହିଛନ୍ତି। ଗିରଫ ମାଓବାଦୀ ହେଲେ କୋଡଙ୍ଗା ମହାନଦୀ ସଯୁକ୍ତ ଏରିଆ କମିଟିର ଏସିଏମ ଲକ୍ମା ମାଡଭି ଓରଫ ଲକ୍ଷନ,ଏସିଏମ ଗଙ୍ଗା ମାଡକାମ ଓରଫ ସେଣ୍ଡରା ଓ ସୁକା ସୁଡି ଓରଫ ନବୀନ ।

ଦୁଇ ଜଣେଙ୍କ ନାମରେ 4 ଲକ୍ଷ ଲେଖାଏଁ ଓ ଅନ୍ୟ ଜଣେ ମାଓବାଦୀର ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ ।ସମସ୍ତ 3 ମାଓବାଦୀ ମହାନଦୀ ଏରିଆ ଜୋନରେ କାର୍ଯ୍ୟରତ ଥିବାବେଳେ ଅନେକ ମାଓ ହିଂସାରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ପରେ ସେମାନଙ୍କୁ ସରକାରଙ୍କ  ଥଇଥାନ ଯୋଜନାରେ ସହୟାତା  ଯୋଗାଇ ଦିଆଯିବ।

ପୋଲିସ କାର୍ଯ୍ୟାନୁଷ୍ଠାନ ଫଳରେ ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଇଛି। ତେବେ ୨୦୨୦ରେ ୩୪ଜଣ ମାଓବାଦୀ ଗିରଫ ହୋଇ ଥିବାବେଳେ ୨୧ଜଣ ଆତ୍ମସମର୍ପଣ କରିଥିଲେ ଓ ୧୮ଜଣ ପୋଲିସ ଗୁଳିରେ ନିହତ ହୋଇଥିଲେ। ସେହିପରି ୨୦୨୧ରେ ୨୫ଜଣ ଗିରଫ ହୋଇଥିବା ବେଳେ ୧୫ଜଣ ଆତ୍ମସମର୍ପଣ କରିଥିଲେ ଓ ୩ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ବିଶେଷ ଅରି ମାଲକାନଗିରି ଓ ଟ୍ରାଇ ଜଙ୍କସନ ଏରିଆରେ ମାଓ ବାଦି ଗତିବିଧି ରହିଛି ଯାହା ଉପରେ ଓଡିଶା ପୋଲିସ ବିଶେଷ ଧ୍ୟାନ ଦେଉଛି। ଆଗାମୀ ଦିନରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ମାଓବାଦୀଙ୍କୁ  ନିବେଦନ କରିଛନ୍ତି ପୋଲିସ ଡିଜି ଅଭୟ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ  

Last Updated : Aug 16, 2021, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.