ETV Bharat / city

ଯାଜପୁରରେ ପୁଣି 2 ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା 156କୁ ବୃଦ୍ଧି

author img

By

Published : May 2, 2020, 1:25 PM IST

Updated : May 2, 2020, 1:38 PM IST

2 more positive case
ଯାଜପୁରରେ ପୁଣି 2 ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂଖ୍ୟା 156କୁ ବୃଦ୍ଧି

13:23 May 02

ଭୁବନେଶ୍ବର: ରାଜ୍ୟରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 156କୁ ବୃଦ୍ଧି ପାଇଛି । ଏହି ଦୁଇ ଆକ୍ରାନ୍ତ ଯାଜପୁରର ବୋଲି ସୂଚନା ମିଳିଛି । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଛି ।

ଦୁହିଁଙ୍କ ମଧ୍ୟରୁ ଜଣେ 48 ବର୍ଷର ପୁରୁଷ ଓ ଅନ୍ୟଜଣେ 55 ବର୍ଷୀୟ ପୁରୁଷ । ତେବେ ଦୁଇ ଜଣ ଆକ୍ରାନ୍ତଙ୍କ ଘର ଯାଜପୁରର ବରି ବ୍ଲକରେ ହୋଇଥିବାବେଳେ ଦୁହେଁ କୋଲକାତା ଫେରନ୍ତା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।  

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 2, 2020, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.