ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା - କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ହୃଦରୋଗ ଚିକିତ୍ସା

କ୍ୟାପିଟାଲ ହସ୍ପିଟାଲରେ ସୃଷ୍ଟି ହୋଇଛି ବିରଳ ରେକର୍ଡ । ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଏସଡି ମେସିନ ଜରିଆରେ ହୋଇଛି ସଫଳ ଚିକିତ୍ସା । ନୂଆ କରି ଯୋଗ ଦେଇଥିବା ହୃଦରୋଗ ବିଶେଷଜ୍ଞ ଡ଼ଃ ପି କେ ଦାସ ଏହି ଅପରେସନକୁ ସଫଳତା ପୂର୍ବକ ଶେଷ କରିଛନ୍ତି ।

machineless heart surgery in capital hospital, capital hospital latest news, 1st ever machineless heart surgery in bhubaneswar, ଭୁବନେଶ୍ବରରେ ବିନା ଅସ୍ତ୍ରୋପଚାରରେ ପ୍ରଥମ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲ ଲାଟେଷ୍ଟ ନ୍ୟୁଜ୍‌
କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା
author img

By

Published : Jan 12, 2020, 7:28 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସୃଷ୍ଟି ହୋଇଛି ବିରଳ ରେକର୍ଡ । ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଏସଡି ମେସିନ ଜରିଆରେ ହୋଇଛି ସଫଳ ଚିକିତ୍ସା । ନୂଆ କରି ଯୋଗ ଦେଇଥିବା ହୃଦରୋଗ ବିଶେଷଜ୍ଞ ଡ଼ଃ ପି କେ ଦାସ ଏହି ଅପରେସନକୁ ସଫଳତା ପୂର୍ବକ ଶେଷ କରିଛନ୍ତି । ତେବେ ଭବିଷ୍ୟତରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅସ୍ତ୍ରୋପଚାର କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

machineless heart surgery in capital hospital, capital hospital latest news, 1st ever machineless heart surgery in bhubaneswar, ଭୁବନେଶ୍ବରରେ ବିନା ଅସ୍ତ୍ରୋପଚାରରେ ପ୍ରଥମ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲ ଲାଟେଷ୍ଟ ନ୍ୟୁଜ୍‌
କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା

ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଆସିଥିବା 8 ବର୍ଷର ବାଳିକାର ହୃତପିଣ୍ଡରେ ଜନ୍ମରୁ ଏକ ଛିଦ୍ର ରହିଥିଲା । ଯାହାକୁ ଓପନ ହାର୍ଟ ସର୍ଜରୀ କରାନ ଯାଇ ରବିବାର ବିନା ଅସ୍ତ୍ରୋପଚାରରେ ଚିକିତ୍ସା କରାଯାଇଛି। ଆର୍ଟିକିଲ ସେଟଲ ଡିଟେକ୍ଟର ମେସିନ ଦ୍ବାରା ହୋଇଥିବା ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଏହା ପ୍ରଥମ ଉପଲବ୍ଧି । ବର୍ତ୍ତମାନ ବାଳିକା ଜଣଙ୍କ ଆଇସିୟୁରେ ରହିଛି। ସମ୍ପୂର୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ବିନା ଅସ୍ତ୍ରୋପଚାର ରେ ସଫଳ ହୃଦରୋଗ ଚିକିତ୍ସା।

କ୍ୟାପିଟାଲ ହସ୍ପିଟାଲ ରେ ପ୍ରଥମ ଭାବରେ ଏଏସ୍ଡ଼ି ମେସିନ ଜରିଆରେ ଚିକତ୍ସା କରାଯାଇଛି। ନୂଆ କରି ଯୋଗ ଦେଇଥିବା ହୃଦ ରୋଗ ବିଶେଷଜ୍ଞ ଡଃ ପି କେ ଦାସ ଅପରେସନ କରିଛନ୍ତି। ଯାହା ସଫଳ ଭାବରେ ହୋଇଛି। ଭବିଷ୍ୟତରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅସ୍ତ୍ରୋପଚାର କରାଯିବ ବୋଲି ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି।

Body:
ବ୍ରହ୍ମବପୁରରୁ ଆସିଥିବା 8 ବର୍ଷର ବାଳିକାର ଛାତିରେ ଥିବା ଏକ ଛିଦ୍ରକୁ ବିନା ଅସ୍ତ୍ରୋପଚାର ରେ ଚିକିତ୍ସା ହୋଇଛ। ଏହା ସଫଳ ଭାବରେ ଚିକିତ୍ସା କରାଯାଇଛି । ଉକ୍ତ ବାଳିକା ଜଣଙ୍କ ଆଇସିୟୁ ରେ ରହିଛି। ସମ୍ପୂର୍ଣ ସୁସ୍ଥ ହୋଇଗଲା ପରେ ଦିସଚାର୍ଜ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର କତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଆସିଥିବା ବଳିକାଟିର ଛାତିରେ ଏକ ଛିଦ୍ର ରହିଥିଲା। ଜନ୍ମ ରୁ ଏହା ଥିବା ବେଳେ ଓପନହାର୍ଟ ସର୍ଜରି କରନଯାୟୀ ଆର୍ଟିକାଳ ସେଟଲ ଡିଟେକ୍ଟର ମେସିନ ମାଧ୍ୟମରେ ବିନା ଅସ୍ତ୍ରୋପଚାର ରେ ଚିକିତ୍ସା କରାଯାଇଛି। ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ରକାରର ଚିକିତ୍ସା କରାଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.