ETV Bharat / city

ଆସନ୍ତାକାଲି ଠାରୁ 12 ଜିଲ୍ଲାରେ ସେରୋ ସର୍ଭେ, ଯିବ RMRC ଟିମ - କାଲିଠାରୁ 12 ଟି ଜିଲ୍ଲାରେ ସେରୋ ସର୍ଭେ

କାଲିଠାରୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ । ଏହା ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

12 district to be sero survey on covid19 third wave
କାଲିଠାରୁ 12 ଟି ଜିଲ୍ଲାରେ ସେରୋ ସର୍ଭେ, ଯିବ RMRC ଟିମ
author img

By

Published : Aug 28, 2021, 10:50 PM IST

ଭୁବନେଶ୍ବର : ରବିବାର ଠାରୁ ରାଜ୍ୟର 12 ଜିଲ୍ଲାରେ ସେରୋ ସର୍ଭେ । ଏହା ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ 12ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ।

12 district to be sero survey on covid19 third wave
କାଲିଠାରୁ 12 ଟି ଜିଲ୍ଲାରେ ସେରୋ ସର୍ଭେ, ଯିବ RMRC ଟିମ
ଏହି ସେରୋ ସର୍ଭେରେ ଆରଏମଆରସିର ଏକ ଟିମ ଯିବ । ଏନେଇ 12 ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ । ଏହି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା । ଏହି ସମସ୍ତ ଜିଲ୍ଲାକୁ 3ଟି ସ୍ତରରେ ବିଭକ୍ତ କରାଯାଇଛି । ସେଣ୍ଟ୍ରାଲ, ସାଉଥ ଏବଂ ନର୍ଥ । ପ୍ରତ୍ୟେକ ସ୍ତରରେ 4ଟି ଜିଲ୍ଲା ରଖାଯାଇଛି । 12ଟି ଜିଲ୍ଲାରୁ ମୋଟ 6680 ନମୁନା ସଂଗ୍ରହ କରାଯିବ। ସ୍ଥାନୀୟ ଲୋକ ଏବଂ ପ୍ରତ୍ୟେକ ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ 100 ନମୁନା ସଂଗ୍ରହ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.