ETV Bharat / city

ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ବିଜୟାଦଶମୀ ପୂଜା - various puja mandapas

ଶାରଦୀୟ ନବରାତ୍ର ପୂଜାର ବିଜୟାଦଶମୀ ଅବସରରେ ବ୍ରହ୍ମପୁର ସହରରେ ଚାଲିଛି ମାଆଙ୍କ ଦଶମୀ ପୂଜା । ପୂର୍ବରୁ ବ୍ରହ୍ମପୁର ସହରର 40 ରୁ ଉର୍ଦ୍ଧ୍ବ ସ୍ଥାନରେ ମାଆଙ୍କ ପୂଜା ହୋଇଆସୁ ଥିବାବେଳେ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସହରରେ ବହୁ କମ ସ୍ଥାନରେ ବିନା ଭକ୍ତରେ ଦୁର୍ଗାପୂଜା କରାଯାଇଛି ।

maa Vijayadasami Puja
ମାଆଙ୍କ ବିଜୟାଦଶମୀ
author img

By

Published : Oct 25, 2020, 10:33 PM IST

ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜା ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ବିଜୟାଦଶମୀ ପୂଜା। ଗତକାଲି(ଶନିବାର) ମାଆଙ୍କ ମହାନବମୀ ପୂଜା ଅନୁଷ୍ଠିତ ପରେ ଆଜି(ରବିବାର) ଦଶହରା ଅବସରରେ ପାରମ୍ପରିକ ରୀତିନୀତିରେ କରାଯାଇଛି ମାଆଙ୍କ ପୂଜାର୍ଚ୍ଚନା ।

ମାଆଙ୍କ ବିଜୟାଦଶମୀ

ଶାରଦୀୟ ନବରାତ୍ର ପୂଜାର ବିଜୟାଦଶମୀ ଅବସରରେ ବ୍ରହ୍ମପୁର ସହରରେ ଚାଲିଛି ମାଆଙ୍କ ଦଶମୀ ପୂଜା । ପୂର୍ବରୁ ବ୍ରହ୍ମପୁର ସହରର 40 ରୁ ଉର୍ଦ୍ଧ୍ବ ସ୍ଥାନରେ ମାଆଙ୍କ ପୂଜା ହୋଇଆସୁ ଥିବାବେଳେ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସହରରେ ବହୁ କମ ସ୍ଥାନରେ ବିନା ଭକ୍ତରେ ଦୁର୍ଗାପୂଜା କରାଯାଇଛି ।

ଏହି ଅବସରରେ ବ୍ରହ୍ମପୁର ସହରର ଗାନ୍ଧୀନଗର ପୂଜା ମଣ୍ଡପରେ କିଭଳି ଚାଲିଛି ମାଆଙ୍କ ପୁଜାର୍ଚ୍ଚନା ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.