ETV Bharat / city

ଗଞ୍ଜାମରେ ଆରମ୍ଭ ହେଲା କୋରୋନା ସଚେତନତା କାର୍ଯ୍ୟକ୍ରମ - corona awareness programme

ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଗଞ୍ଜାମରେ ଆରମ୍ଭ ହେଲା କୋରନା ଭାଇରସକୁ ନେଇ ସଚେତନତା କାର୍ଯ୍ୟକ୍ରମ । କିଭଳି ନିଜ ହାତକୁ ସଫା କରିବେ ସେନେଇ ଡେମୋ ଦେଖାଇଲେ । ଅଧିକ ପଢନ୍ତୁ...

corona awareness programme in ganjam
ଗଞ୍ଜାମରେ ଆରମ୍ଭ ହେଲା କୋରୋନା ସଚେତନତା କାର୍ଯ୍ୟକ୍ରମ
author img

By

Published : Mar 16, 2020, 12:49 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଯାଇଛି କୋରନା ଭାଇରସକୁ ନେଇ ସଚେତନତା । ରାଜ୍ୟ ସରକାରଙ୍କ ସତର୍କତା ଘୋଷଣା ପରେ ଦୁଇ ବିଧାୟକ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆରମ୍ଭ ହୋଇଛି ଏହି ସଚେତନତା କାର୍ଯ୍ୟକ୍ରମ ।

ଗଞ୍ଜାମରେ ଆରମ୍ଭ ହେଲା କୋରୋନା ସଚେତନତା କାର୍ଯ୍ୟକ୍ରମ

ପଞ୍ଚାୟର ସ୍ତରଠାରୁ ଆରମ୍ଭ କରି ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଛି । ନରେନ୍ଦ୍ରପୁର ପଞ୍ଚାୟତରେ ଛତ୍ରପୁର ଓ ବ୍ରହ୍ମପୁର ବିଧାୟକଙ୍କ ସମେତ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଡିଏ ତଥା ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି କିଭଳି ନିଜର ହାତକୁ ସଫା କରିବେ ସେ ନେଇ ପ୍ରତ୍ୟେଖ ଡେମୋ କରି ସଚେତନତା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.