ETV Bharat / city

ଚାରି ପୁଅ ଥାଇ ପଚାରିଲେନି କେହି, ଆତ୍ମହତ୍ୟା ଉଦ୍ୟମ କଲା ବୃଦ୍ଧା ମା‘ - mother attempt to suicide

ଘରୋଇ କଳିରୁ ବୃଦ୍ଧା ମାଆର ଆତ୍ମହତ୍ୟା ଉଦ୍ୟମ । ଚାରି ଚାରୋଟି ପୁଅ ଥାଇ ମଧ୍ୟ ପଚାରିଲେ ନାହିଁ କେହି । ଅଧିକ ପଢନ୍ତୁ...

ଚାରୋଟି ପୁଅ ଥାଇ ଅସହାୟ ମାଆର ଆତ୍ମହତ୍ୟା ଉଦ୍ୟମ

author img

By

Published : Jun 7, 2020, 11:11 AM IST

ବାଲେଶ୍ବର: ଚାରି ପୁଅ ଥାଇ ବି ଅସହାୟ ହୋଇଛି ମା । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲା ବୃଦ୍ଧ ମାଆ । ଗୁରୁତର ଅବସ୍ଥାରେ ବୃଦ୍ଧା ମାଆକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସୁସ୍ଥ ହୋଇ ମହିଳା ଜଣକ ନିଜ ଝିଅ ଘରକୁ ଯାଇଛନ୍ତି ।

ଚାରୋଟି ପୁଅ ଥାଇ ମଧ୍ୟ ଅସହାୟ ମାଆର ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ସାଣ୍ଟପଡ଼ା ଗାଁର ରଜନୀ ପାତ୍ର(80) ।ରଜନୀଙ୍କ ଚୀରି ଚାରୋଟି ପୁଅ । ହେଲେ ଘରେ ଭିତରେ ସବୁବେଳେ କଳି ଝଗଡା ଲାଗି ରହିଥିବାବେଳେ ପରିଶେଷରେ ବୃଦ୍ଧ ମାଆ ବିଷ ପିଇ ଆତ୍ମହତ୍ୟା କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସୋର ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । ତଥାପି କୌଣସି ଗୋଟିଏ ବି ପୁଅ ମାଆର କଥା ବୁଝିବାକୁ ହସ୍ପିଟାଲକୁ ଆସିନଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.