ETV Bharat / city

କୋଟିଏରୁ ଊର୍ଦ୍ଧ୍ବର ବ୍ରାଉନ ସୁଗର ଜବତ, 3 ଅଟକ - ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ

ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ ଦୁଇଜଣ ଗ୍ରାହକ ବିପୁଳ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ରାସ୍ତାରୁ କାବୁ କରିଥିଲା । ସେହିପରି ଜଳେଶ୍ବର ଥାନା ଅଧିନ ଗ୍ୟାରେଜ ବଜାର ଅଞ୍ଚଳରୁ ଜଣେ ବେପାରିକୁ କାବୁ କରିବା ସହ ବ୍ରାଉନ ସୁଗାର ଓ ଟଙ୍କା ଜବତ କରିଛି ପୋଲିସ ।

କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗର ଜବତ, 3 ଅଟକ
author img

By

Published : Sep 14, 2019, 10:35 PM IST

ବାଲେଶ୍ଵର: ଜଳେଶ୍ବର ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର ବ୍ରାଉନସୁଗର ସହ ବେପାରୀ ଓ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ ।

କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗର ଜବତ, 3 ଅଟକ

ତେବେ ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ ଦୁଇଜଣ ଗ୍ରାହକ ବିପୁଳ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ରାସ୍ତାରୁ କାବୁ କରିଥିଲା । ସେହିପରି ଜଳେଶ୍ବର ଥାନା ଅଧିନ ଗ୍ୟାରେଜ ବଜାର ଅଞ୍ଚଳରୁ ଜଣେ ବେପାରିକୁ କାବୁ କରିବା ସହ ବ୍ରାଉନ ସୁଗାର ଓ ଟଙ୍କା ଜବତ କରିଛି ପୋଲିସ ।

ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଅଟକ ରଖିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବ ବୋଲି ସୂଚନା ଦେଇଛି।

ଏଠାରେ ସୂଚନାଯୋଗ୍ୟ, ଜବତ ବ୍ରାଉନ ସୁଗରର ଓଜନ 1 କେଜିରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ 1କୋଟିରୁ ଊର୍ଦ୍ଧ୍ବ ହେବ ନେଇ ଅନୁମାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ପୋଲିସ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବା ସହ ବେପାରୀ ଓ ଗ୍ରାହକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ ଦୁଇଜଣ ଗ୍ରାହକଙ୍କୁ ବିପୁଳ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ରାସ୍ତାରୁ କାବୁ କରିଥିବା ଜଣାପଡ଼ିଛି। ସେହିପରି ଜଳେଶ୍ବର ଥାନା ଅଧିନ ଗ୍ୟାରେଜ ବଜାର ଅଞ୍ଚଳରୁ ଜଣେ ବେପାରିକୁ କାବୁ କରିବା ସହ ବ୍ରାଉନ ସୁଗାର ଓ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଅଟକ ରଖିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବ ବୋଲି ସୂଚନା ଦେଇଛି। ଜବତ ବ୍ରାଉନ ସୁଗରର ଓଜନ 1କେଜିରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ 1କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.