ETV Bharat / business

‘ଜିଡିପି ହ୍ରାସ ଏକ ପ୍ରକାର ଅସ୍ଥାୟୀ ’

author img

By

Published : Sep 12, 2019, 6:33 PM IST

ମୋଟ ଘରୋଇ ଉତ୍ପାଦ ହ୍ରାସ ଏକ ଅସ୍ଥାୟୀ । ଆଗାମୀ ଦିନରେ ସ୍ଥିତି ବଦଳିବ । ସୁଧୁରିବ ଭାରତୀୟ ଅର୍ଥବ୍ୟବସ୍ଥା । କାରଣ ଏହାର ଭିତ୍ତିଭୂମି ଅଧିକ ମଜବୁତ ।

ଫାଇଲ ଫଟୋ

ଅହମ୍ମଦାବାଦ: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ହ୍ରାସ ଏକ ଅସ୍ଥାୟୀ ପକ୍ରିୟା । ଆଗାମୀ ଦିନରେ ସ୍ଥିତି ବଦଳିବ । ସୁଧୁରିବ ଭାରତୀୟ ଅର୍ଥବ୍ୟବସ୍ଥା । କାରଣ ଏହାର ଭିତ୍ତିଭୂମି ଅଧିକ ମଜବୁତ । ଗୁରୁବାର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ସଫେଇ ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି 5 ପ୍ରତିଶତକୁ ହ୍ରାସ ପାଇଛି । ଯାହାକି 6 ବର୍ଷରେ ସର୍ବନିମ୍ନ । ଆଉ ଏଥିପାଇଁ ସ୍ଥାନୀୟ ବ୍ୟତୀତ ବିଶ୍ବକାରକ ଅଧିକ ଦାୟୀ ବୋଲି ଶଙ୍କର ପ୍ରସାଦ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ଅଧିକ ସକ୍ରିୟ । ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଭାରତ ଅର୍ଥନୀତି ପରିଚିତ । ଏଥିଯୋଗୁଁ ଏବେ ବି ମୁଦ୍ରାସ୍ପୀତି 3.15ପ୍ରତିଶତ ରହିଥିଲା ବେଳେ ରାଜକୋଷୀୟ ଘାଟା 3.4 ପ୍ରତିଶତ ରହିଛି । ଏହି 2ଟି କାରକରୁ ନିୟନ୍ତ୍ରଣରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.