ETV Bharat / business

ବଜେଟ-2020: ଜାଣନ୍ତୁ, ରୋଜଗାର ପାଇଁ କେତେ ଦେଲେ ଅର୍ଥମନ୍ତ୍ରୀ ? - Budget 2020 Highlights

ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଦଶକର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ରୋଜଗାର କ୍ଷେତ୍ର ଉପରେ ଅନେକ କଥା କହିଛନ୍ତି । ଅଧିକ ପଢନ୍ତୁ...

Finance Budget 2020
ବଜେଟ 2020: କୌଶଳ ବିକାଶ ଯୋଜନା ପାଇଁ 3000 କୋଟି
author img

By

Published : Feb 1, 2020, 2:22 PM IST

Updated : Feb 1, 2020, 2:35 PM IST

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଦଶକର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ରୋଜଗାର କ୍ଷେତ୍ର ଉପରେ ଅନେକ କଥା କହିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ‘2030 ସୁଦ୍ଧା, ଦୁନିଆର ସର୍ବାଧିକ କାର୍ମିକ ଲୋକ ଦେଶରେ ରହିବେ ଅର୍ଥାତ ଅଧିକ ଲୋକ ରୋଜଗାରକ୍ଷମ ହେବେ ।’ ଯାହାକୁ ଲକ୍ଷ୍ୟ କରି ନୂଆ ଶିକ୍ଷା ନିତି ଉପରେ ସରକାର କାମ କରୁଛନ୍ତି, ଯାହା ରୋଜଗାରର ନୂଆ ଅବସର ଖୋଲିବ । ଏଥିଲାଗି ଆମକୁ ଦୁଇ ଲକ୍ଷ ପ୍ରସ୍ତାବ ମିଳିଛି ।

ଉଚ୍ଚ ଗୁଣବତ୍ତା ଶିକ୍ଷା ପାଇଁ ଏଫଡିଆଇକୁ ପ୍ରତ୍ସାହିତ କରାଯିବ । ଯେଉଁଥିରେ ଶିକ୍ଷାର ସ୍ତରକୁ ଆହୁରି ଉନ୍ନତ କରାଯିବ । ସେହିପରି ସରକାର କୌଶଳ ବିକାଶ ଯୋଜନା ପାଇଁ ବଜେଟରେ 3000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ଏହାସହ ସେ କହିଛନ୍ତି, ‘ସରକାର ଗୋଟିଏ ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସି କରିଛନ୍ତି । ଯିଏ ଭବିଷ୍ୟତରେ ସବୁ ସରକାରୀ ବ୍ୟାଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରିବେ ।

Intro:Body:

BLANK FOR LINK 

Conclusion:
Last Updated : Feb 1, 2020, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.