ETV Bharat / business

ବଜେଟ 2020: ଫୋକସରେ କୃଷକଙ୍କ ଆୟ ବୃଦ୍ଧି

author img

By

Published : Feb 1, 2020, 11:40 AM IST

Updated : Feb 1, 2020, 3:54 PM IST

ସାଧାରଣ ବଜେଟରେ କୃଷିକୁ ଗୁରୁତ୍ବ । 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ । 6.11 କୋଟି କୃଷକଙ୍କ ପାଇଁ ବୀମା ଯୋଜନା । ଅଧିକ ପଢନ୍ତୁ...

Budget 2020
2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣା କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2020-21 ବଜେଟ ଆଗତ କରିଛନ୍ତି । ଏହି ଅବସରରେ କୃଷକଙ୍କ ଆୟ ବଢାଇବା ଲାଗି ସରକାର 16ଟି ବଡ ଫୈସଲା ନେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ପିଏମ କୁସୁମ ଯୋଜନାରେ 20 ଲକ୍ଷ କୃଷକଙ୍କ ପମ୍ପକୁ ସୋଲାର ପମ୍ପରେ ଯୋଡାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହାସହ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ।

Budget 2020
ବଜେଟ 2020: ଫୋକସରେ କୃଷକଙ୍କ ଆୟ ବୃଦ୍ଧି

ତେବେ ଆସନ୍ତୁ ଜାଣିବା ବଜେଟ୍‌ 2020ରେ କୃଷି କ୍ଷେତ୍ରକୁ କଣ ମିଳିଛି...

  • କୃଷି ଉତ୍ପାଦନ ପାଇଁ କିଶାନ ଉଡାନ ସ୍କିମ୍‌
  • ପିପିପି ମୋଡରେ ଚଲାଯିବ କିଶାନ ରେଳ
  • 100 ମରୁଡି ଗ୍ରସ୍ତ ଜିଲ୍ଲାର ବିକାଶ ପାଇଁ ବିଶେଷ ଧ୍ୟାନ
  • କିଶାନ ବୀମା ଯୋଜନାରେ ଯୋଡି ହୋଇଛନ୍ତି 6.11 କୋଟି କୃଷକ
  • କୃଷି କ୍ଷେତ୍ରରେ ଅକ୍ଷୟ ଉର୍ଜାର ଉପଯୋଗ କରିବା ଏକ ମହତ୍ତପୂର୍ଣ୍ଣ ପ୍ରୟାସ
  • ଜୈବିକ ଚାଷକୁ ଗୁରୁତ୍ବ ଦିଆଯିବ
  • 15 ଲକ୍ଷ କୋଟି ଟଙ୍କାର କୃଷି ଋଣ ବାଣ୍ଟିବା ଲକ୍ଷ୍ୟ
  • ଦୁଗ୍ଧର ପ୍ରୋସେସିଂ କ୍ଷମତା 2025 ସୁଦ୍ଧା ଦୁଇଗୁଣିତ କରିବା ଲକ୍ଷ୍ୟ
  • ଗୋଟିଏ ଜିଲ୍ଲାର ଗୋଟିଏ ପ୍ରଡକ୍ଟ ଉପରେ ଫୋକସ
  • କୃଷି ମାର୍କେଟକୁ ଇଲେକ୍ଟ୍ରୋନିକ ମାର୍କେଟ ସହ ଯୋଡାଯିବ
  • ମତ୍ସ୍ୟଚାଷୀଙ୍କ ପାଇଁ ସାଗର ମିତ୍ର ଯୋଜନା ଆରମ୍ଭ
  • ସାଗର ମିତ୍ର ଜରିଆରେ ମତ୍ସ୍ୟଚାଷୀଙ୍କ ସହ ଗ୍ରାମୀଣ ଯୁବକ କାମ କରିବେ

Intro:Body:

BLANK

Conclusion:
Last Updated : Feb 1, 2020, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.