ETV Bharat / business

ବଜେଟ-2020: ସ୍ବାସ୍ଥ୍ୟକୁ 69 ହଜାର କୋଟି, 5ବର୍ଷରେ ଯକ୍ଷ୍ମାମୁକ୍ତ ହେବ ଭାରତ - Impact of Budget 2020

2025 ସୁଦ୍ଧା ଟିବି (ଯକ୍ଷ୍ମା) ରୋଗର ଅନ୍ତ ହେବ । ଟିବି ହାରିବ । ଦେଶ ଜିତିବ ଅଭିଯାନ ସଫଳ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

Budget 2020
ବଜେଟ୍‌ 2020 : 2025 ସୁଦ୍ଧା ଟିବି ରୋଗର ହେବ ଅନ୍ତ
author img

By

Published : Feb 1, 2020, 12:04 PM IST

Updated : Feb 1, 2020, 8:14 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଆଗତ କରିଛନ୍ତି । ଏହି ଅବସରରେ 112 ଜିଲ୍ଲାକୁ ପ୍ରାଥମିକତା ଦିଆଯାଇ ଆୟୁଷ୍ମାନ ଯୋଜନାରେ ସ୍ଥାପିତ ହେବ ହସ୍ପିଟାଲ । ପିଏମ ଜନ ସ୍ବାସ୍ଥ୍ୟ ଯୋଜନାରେ 20 ହଜାର ମେଡିକାଲ କରାଯାଇଛି। ସେହିପରି ପିଏମ ଜନ ଆରୋଗ୍ୟ ଯୋଜନା ପାଇଁ 69 ହଜାର କୋଟିର ଘୋଷଣା କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ବଜେଟ୍ 2020: 5 ବର୍ଷ ସୁଦ୍ଧା ଯକ୍ଷ୍ମାର ହେବ ଅନ୍ତ
Budget 2020
ବଜେଟ୍ 2020: ସ୍ବାସ୍ଥ୍ୟକୁ 69 ହଜାର କୋଟି

ତେବେ ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ କ୍ଷେତ୍ରରେ କଣ ବ୍ୟବସ୍ଥା କରାଯାଇଛି...

  • 112ଟି ଜିଲ୍ଲାରେ ସ୍ଥାପିତ ହେବ ଆୟୁଷ୍ମାନ ହସ୍ପିଟାଲ
  • ସ୍ବାସ୍ଥ୍ୟ ବିଭାଗ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ହେବ ଉପଯୋଗ
  • 2025 ସୁଦ୍ଧା ଟିବି ରୋଗର ଅନ୍ତ କରିବା ଲକ୍ଷ୍ୟ
  • ସ୍ବଚ୍ଛ ଭାରତ ପାଇଁ 12,300 କୋଟି ବ୍ୟୟ ବରାଦ
  • ଜଳ ଜୀବନ ମିଶନ ପାଇଁ 3.6 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ
  • ଓଡିଏଫ ଜାରି ରଖିବା ପାଇଁ ଓଡିଏଫ ପ୍ଲସ ଆରମ୍ଭ କରାଯିବ

Intro:Body:

BLANK

Conclusion:
Last Updated : Feb 1, 2020, 8:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.