ETV Bharat / business

ବଜେଟ-2020: ବ୍ୟବସାୟକୁ ଗୁରୁତ୍ବ, ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା

author img

By

Published : Feb 1, 2020, 12:13 PM IST

ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା । ଘରୋଇ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ...

Finance Budget
ବଜେଟରେ ବ୍ୟବସାୟ, ରପ୍ତାନୀ ପାଇଁ ନିର୍ବିକ ଯୋଜନା

ନୂଆଦିଲ୍ଲୀ: ଆର୍ଥିକ ବିକାଶକୁ ସରକାରଙ୍କ ଗୁରୁତ୍ବ । ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସହ ମିଶି ପିପିପି ମୋଡରେ ସ୍ମାର୍ଟସିଟି ହେବ । ପୁଞ୍ଜିନିବେଶ କ୍ଲିୟରାନ୍ସ ସେଲ ତିଆରି ହେବ ।

ପ୍ରତି ଜିଲ୍ଲାକୁ ରପ୍ତାନୀ ବୃଦ୍ଧି ପାଇଁ ବିକାଶ କରାଯିବ । ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା ଆରମ୍ଭ ହେବ । ଘରୋଇ ଉତ୍ପାଦନ ଉପରେ ଗୁରୁତ୍ବ । ଏଥିପାଇଁ 27 ହଜାର କୋଟି ଆବଣ୍ଟନ ହେଲା । ଭାରତ ହେବ ମୋବାଇଲ ହବ୍‌ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.