ETV Bharat / bharat

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@9 PM

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 20, 2020, 9:02 PM IST

1. ଶେଷ ହେଲା ରିମାଣ୍ଡ ଅବଧି; ସୋମବାର କୋର୍ଟରେ ହାଜର ହେବ ଆକାଶ ପାଠକ !

ଶେଷ ହେଲା ଆକାଶ ପାଠକର ରିମାଣ୍ଡ ଅବଧି। 4 ଦିନ ପାଇଁ ଆକାଶକୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ। ଜେରା ବେଳେ ଆକାଶ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ସୂଚନା ।

2.ଓରଟେଲ ନାଁରେ ଠକେଇ ଅଭିଯୋଗ, ମାମଲା ରୁଜୁ କଲା କମିଶନରେଟ ପୋଲିସ

ଓରଟେଲ ନାଁରେ ହୋଇଥିବା ଠକେଇ ଅଭିଯୋଗକୁ ଆଧାରକରି ମାମଲା ରୁଜୁ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ ।

3. ପରୀ ହତ୍ୟାକାଣ୍ଡ ଘଟଣା: ଜଣକୁ ଗିରଫ କଲା SIT

ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଦୋଷୀଙ୍କୁ SIT ଖୁବଶୀଘ୍ର ଗିରଫ କରିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ରବିବାର ଜଣକୁ ଗିରଫ କରାଯାଇଛି ।

4. ଗୋଚ୍ଛାପଡା ବିରେଣି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିନମୟ

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବିରେଣି ଗାଁ ନିକଟସ୍ଥ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।

5.ସୋମବାର ସମ୍ପୂର୍ଣ୍ଣ ଦିନ ଅନଶନ କରିବେ ଆନ୍ଦୋଳନରତ ଚାଷୀ

ସରକାରଙ୍କ ବୁଝାଇବା ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ମାଧ୍ୟମରେ ପ୍ରତିଶୃତି ପରେ ମଧ୍ୟ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ ।

6.ପଶ୍ଚିମବଙ୍ଗରେ ଜୋରଜବରଦସ୍ତ ହସ୍ତକ୍ଷେପ କରୁଛି କେନ୍ଦ୍ର; ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ମମତାଙ୍କ ଗଡରେ ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସରକାର ଗଠନ ନେଇ ଖୋଲା ଚେତାବନୀ ଦେଇଛନ୍ତି । ସେପଟେ, ଶାହଙ୍କୁ ଟାର୍ଗେଟ କଲେ ମମତା ।

7. 'ହିଂସାକୁ ଭୟ ନକରି ପଶ୍ଚିମବଙ୍ଗରେ ପ୍ରତିଷ୍ଠା କରିବୁ ବିଜେପି ଗଡ'

ପଶ୍ଚିମବଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

8.କୋଲନ ବକ୍ସିଂ ବିଶ୍ବକପ: 3 ସ୍ବର୍ଣ୍ଣ ସମେତ ଭାରତ ହାତେଇଲା 9 ପଦକ

ଶେଷ ହୋଇଛି ଜର୍ମାନୀରେ ଖେଳାଯାଉଥିବା କୋଲନ ବକ୍ସିଂ ବିଶ୍ବକପ । 3ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ସହ ଭାରତୀୟ ବକ୍ସର ଜିତିଲେ ମୋଟ 9ଟି ପଦକ ।

9. ବକ୍ସିଂ ବିଶ୍ବକପ: ସ୍ବର୍ଣ୍ଣରେ ଚମକିଲେ ଅମିତ, ପରିବାରରେ ଖୁସିର ଲହରୀ

କୋଲନରେ ଇତିହାସ ରଚିବା ପରେ ବକ୍ସର ଅମିତ ପଙ୍ଘଲଙ୍କ ଗାଁରେ ଖୁସିର ଲହରୀ ।

10. ସୁଶାନ୍ତଙ୍କ ବାପା କେକେ. ସିଂହ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂ ଅସୁସ୍ଥ । ତାଙ୍କୁ ଫରିଦାବାଦର ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.